ଫିଲ୍ମ ଭାରତ ପରେ ସଲମାନ ଖାନଙ୍କ ନୂଆ ଫିଲ୍ମ ‘ଦବଙ୍ଗ-୩’ ରିଲିଜ୍ ଅପେକ୍ଷାରେ । ଫିଲ୍ମର ଏକ ସଙ୍ଗରେ ପୁଣି ଚୁଲବୁଲ୍ ପାଣ୍ଡେ ଅନ୍ଦାଜରେ ନଜର ଆସିଛନ୍ତି ସଲମାନ୍ । ପୂର୍ବରୁ ଫିଲ୍ମର ଟାଇଟଲ୍ ସଙ୍ଗ ହୁଡ୍ ହୁଡ୍ ରିଲିଜ୍ ହୋଇଥିଲା । ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ବିବାଦ ଦେଖାଦେଇଛି । ଟ୍ଵିଟ୍ରେ ଫ୍ୟାନ୍ସ ଗୀତକୁ ବିରୋଧ କରିଛନ୍ତି । ସଲମାନ୍ କହିଛନ୍ତି ଏଭଳି କନ୍ଟ୍ରୋଭର୍ସି ତ ଆସିବ ଓ ଯିବ । ଗୀତରେ ସାଧୁ ସନ୍ଥ ନାଚୁଥିବାର ଦେଖିବାକୁ ମିଳିଛି । ଯାହା ଅପମାନ ଜନକ ବୋଲି ସୋସିଆଲ ମିଡିଆରେ ବିରୋଧ ହୋଇଛି । ଡିସେମ୍ବର ୨୦ରେ ରିଲିଜ୍ ହେବ ଫିଲ୍ମ ଦବଙ୍ଗ-୩ ।
ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…