ମନୋରଂଜନ

ପୁଣି ଚର୍ଚ୍ଚାରେ କମଲ ହାସନ, ମିଳିଲା ବେଷ୍ଟ ସିଙ୍ଗର ଆଓ୍ଵାର୍ଡ

ଗତ ବର୍ଷ ଫିଲ୍ମ ବିକ୍ରମରୁ ଦମଦାର କମ୍‌ ବ୍ୟାକ୍‌ କରିଥିବା କମଲ ହାସନ ପୁଣି ଚର୍ଚ୍ଚାରେ ଅଛନ୍ତି । ଭାରତୀୟ ସିନେମାରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କମଲ ହାସନଙ୍କୁ କୌଣସି ପୁରଷ୍କାର ମିଳିବା ସାଧାରଣ କଥା । ତାଙ୍କର ଅଭିନୟର ଟ୍ୟାଲେଣ୍ଟ ପାଇଁ ସେ ଘରେ ଘରେ ପରିଚିତ । କିନ୍ତୁ ଏଥର ତାଙ୍କୁ ମିଳିଥିବା ପୁରଷ୍କାର ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

କମଲ ହାସନଙ୍କ ଅଭିନୟର କଳା ସମସ୍ତଙ୍କ ପାଇଁ ପ୍ରଶ୍ନ ସୃଷ୍ଟି କରେ । ତାଙ୍କର ଚମତ୍କାର ଅଭିନୟରେ ଫ୍ୟାନ୍ସମାନେ ମୋହିତ ହୋଇଯାନ୍ତି । ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କୁ ଆକର୍ଷିତ କରନ୍ତି । ଅନେକ ଭାଷାରେ ଫିଲ୍ମ କରିଥିବା କମଲ ଭାରତନାଟ୍ୟମ ଡ୍ୟାନ୍ସର ଭାବେ ମଧ୍ୟ ବେଶ ଜଣାଶୁଣା । ଡାଇରେକ୍ସନ, ସ୍କ୍ରିନ୍‌ ପ୍ଲେ ରାଇଟିଙ୍ଗ ଏବଂ ଷ୍ଟୋରୀ ଲେଖିବା ପାଇଁ ମଧ୍ୟ ତାଙ୍କୁ ଅନେକ ପୁରଷ୍କାର ମିଳିଛି । କିନ୍ତୁ ଏଥର ତାଙ୍କୁ ଯେଉଁ ପୁରଷ୍କାର ମିଳିଛି ତାହା ସମ୍ପୂର୍ଣ୍ଣ ଭିନ୍ନ । SIIMA ବା ସାଉଥ ଇଣ୍ଡିଆନ ଇଣ୍ଟରନ୍ୟାସନାଲ ମୁଭି ଆଓ୍ଵାର୍ଡରେ କମଲ ହାସନଙ୍କୁ ବିକ୍ରମ ଚଳଚ୍ଚିିତ୍ର ପାଇଁ ବେଷ୍ଟ ଆକ୍ଟର ଆଓ୍ଵାର୍ଡ ମିଳିଛି । ଏହା ସହିତ ସେ ଫିଲ୍ମରେ ଏକ ଗୀତ ଗାଇଥିଲେ, ଯେଉଁଥିପାଇଁ ତାଙ୍କୁ ବେଷ୍ଟ ସିଙ୍ଗର ଆଓ୍ଵାର୍ଡ ମିଳିଛି ।

କମଲ ହାସନଙ୍କୁ କେବଳ ତାମିଲ ଇଣ୍ଡଷ୍ଟ୍ରି ନୁହେଁ ଇଣ୍ଡିଆନ ସିନେମା ଜଗତ ମଧ୍ୟ ତାଙ୍କୁ ଲେଜେଣ୍ଡ ଭାବେ ସମ୍ମାନ ଦିଏ । ହିନ୍ଦୀ ଦର୍ଶକମାନଙ୍କୁ ତାଙ୍କ ପୁରୁଣା ଫିଲ୍ମ ଖୁବ ପସନ୍ଦ ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

4 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

6 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

6 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

8 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

8 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

9 hours ago