କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ଏବେ ୧୦ ହଜାରକୁ ଟପିଗଲାଣି । ଏବେ ଏହି ଭୟଙ୍କର ଭାଇରସ କବଳରେ ଆସିଯାଇଛନ୍ତି ବ୍ରିଟେନ୍ ଅଭିନେତ୍ରୀ ଇନ୍ଦିରା ବର୍ମା ।
ସେ କରୋନା ପଜେଟିଭ ଥିବା ନିଜେ ତାଙ୍କ ସୋସିଆଲ୍ ଏକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି । ଇନ୍ଦିରାଙ୍କ ବାପା ଭାରତୀୟ ଥିବାବେଳେ ମା’ ସ୍ୱିଜରଲାଣ୍ଡର । ଇନ୍ଦିରାଙ୍କ ପାଖରେ ବ୍ରିଟେନ୍ର ନାଗରିକତା ରହିଛି । ଇନ୍ଦିରା ପ୍ରଥମେ କାମସୂତ୍ର ଫିଲ୍ମ ଜରିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।
୧୯୯୬ ରେ କାମସୂତ୍ର ଦି ଟେଲ୍ ଅଫ୍ ଲଭ୍ ଫିଲ୍ମ ଜରିଆରେ ଇନ୍ଦିରା ରାତାରାତି ଷ୍ଟାର ବନିଗଲେ । କାମସୂତ୍ରର ସୁଟିଂ ଭାରତର ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ହୋଇଥିବା ବେଳେ ଏହାର ସ୍କ୍ରିନିଂ ଫ୍ରାନ୍ସ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା । ଇନ୍ଦିରା ଗେମ୍ ଅଫ୍ ଥ୍ରୋନ୍ସରେ ମଧ୍ୟ ଅଭିନୟ କରିଛନ୍ତି । ୧୯୯୫ରେ ରୟାଲ୍ ଏକାଡେମୀ ଅଫ୍ ଡ୍ରାମାଟିକ୍ ଆର୍ଟ, ଲଣ୍ଡନରୁ ସ୍ନାତକ କରିଛନ୍ତି ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…