Categories: ମନୋରଂଜନ

ପୁଣି ଥରେ ଧମାଲ୍ ମାଚାଇବେ କପିଲ୍ – ସୁନୀଲ୍ , ଏହି ସୋ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି କମେଡିର ସୁପରହିଟ୍ ଯୋଡି

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାକୁ ଏକାଠି ଆସୁଛନ୍ତି କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ ।

ମିଳିଥିବା ସୂଚନା ଅନୁସାରେ ନିଜର ନୂଆ ସୋ ଦ କପିଲ୍ ଶର୍ମା ସୋ ସିଜିନ୍ ୨ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି କମେଡି କିଙ୍ଗ୍ । ଆଉ କପିଲଙ୍କ ସହ ଏଣ୍ଟ୍ରି କରିବେ ସୁନୀଲ୍ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ଦୁଇ ଜଣଙ୍କ ମିଳନ କରିଛନ୍ତି ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍ । ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ଏବଂ ମନୋମାଳିନ୍ୟକୁ ଦୂର କରିଦେଇଛନ୍ତି ଭାଇଜାନ୍ ।

କପିଲ୍ ଶର୍ମାଙ୍କ ଏହି ନୂଆ ସୋକୁ ପ୍ରଡ୍ୟୁସ୍ କରୁଛନ୍ତି ନିଜେ ଭାଇଜାନ୍ । ତେଣୁ ସୋକୁ ଆସିବା ପାଇଁ ସୁନୀଲଙ୍କୁ ମନାଇଛନ୍ତି ସଲମାନ୍ । ଅନ୍ୟପଟେ ସଲମାନଙ୍କ ଫିଲ୍ମ ଭାରତରେ ମଧ୍ୟ କାମ କରୁଛନ୍ତି ସୁନୀଲ୍ । ତେଣୁ ସଲମାନଙ୍କ କଥାକୁ ଟାଳପାରିଲେନି ଗୁଥି । ଆଉ କପିଲଙ୍କ ସହ କାମ କରିବାକୁ ରାଜି ହୋଇଗଲେ ।

ଏହି ଖବର ପରେ ସ୍ପଷ୍ଟ ହୋଇଗଲା ଯେ ଏବେ ପୁଣି ଥରେ ଧମାଲ୍ ମଚାଇବ ଏହି ଯୋଡି । ଯାହାକୁ ଦୀର୍ଘ ଦିନ ଧରି ମିସ୍ କରୁଥିଲେ ଦର୍ଶକ । କାରଣ ଯଦିଓ କପିଲ୍ କମେଡି କିଙ୍ଗ ସିଂହାସନରେ ବସିଛନ୍ତି ତଥାପି ବିନା ଡକ୍ଟର ଗୁଲାଟିରେ ଯେମିତ ଏହା ଅଧୁରା । ଏମିତି ଲାଗେ ଯେମିତି ପରସ୍ପର ବ୍ୟତୀତ ଅସମ୍ପୂର୍ଣ୍ଣ କପିଲ୍ ଏବଂ ସୁନୀଲ୍ । ଏବେ ଏହି ଯୋଡି ଏକାଠି ହୋଇ ପୁଣି ଦର୍ଶକଙ୍କୁ ଯୋଗାଇବେ ମନୋରଞ୍ଜନର ଖୋରାକ୍ ।

KNews Bureau

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

5 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

23 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

25 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago