ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କେବଳ ଆକ୍ଟିଂ ପାଇଁ ନୁହେଁ ବରଂ ଫ୍ୟାଶନକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। କରୋନା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ ଲୋକେ ଘରୁ ବାହାରୁନଥିବା ବେଳେ ବଲିଉଡ ସେଲିବ୍ରିଟିଙ୍କ ଫଟୋ ଶୁଟ୍ ଆରମ୍ଭ ହୋଇଗଲାଣି। ଏବେ କ୍ୟାଟ୍ରିନା କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ କ୍ୟାଟ୍ରିନା ବଣ୍ଡ୍ ତାହିତ ପାଇଁ ଫଟୋଶୁଟ୍ କରିଛନ୍ତି। ଏହି ବ୍ରାଣ୍ଡକୁ ରିବକ୍ ଇଣ୍ଡୋର୍ସ କରୁଛି, ଯେଉଁଥିପାଇଁ କ୍ୟାଟ୍ରିନା କଲରଫୁଲ ରାମ୍ବୋ ଡ୍ରେସ ପିନ୍ଧିଛନ୍ତି।
ଏହି କଲରଫୁଲ ଡ୍ରେସ ସହିତ କ୍ୟାଟ୍ରିନା ରିବକ୍ ଜୋତା ପିନ୍ଧିଥିବା ନଜର ଆସିଛନ୍ତି। ଯାହାର ମୂଲ୍ୟ ୭ ହଜାର ଟଙ୍କା । ଏହି ଫଟୋଶୁଟ୍ରେ କ୍ୟାଟ୍ରିନା ପିନ୍ଧିଥିବା ଡ୍ରେସ ମେଡ ଇନ ଇଟାଲୀ ରହିଥିବା ବେଳେ ଏହାର ମୂଲ୍ୟ ୬୬ ହଜାର ଟଙ୍କା ରହିଛି।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…