ମନୋରଂଜନ

ନିଜ ଏକ୍ସ-ଲଭର୍‌ର ଗର୍ଲଫ୍ରେଣ୍ଡଙ୍କ ପାଇଁ ଲଞ୍ଚର ଆୟୋଜନ କଲେ କ୍ୟାଟ୍ରିନା

ବଲିଉଡ୍‌ରେ ଭଲପାଇବାକୁ ନେଇ ନିଜ ପାର୍ଟନରଙ୍କ ସହ ଦାୟିତ୍ୱ ତୁଲାଇବା ସବୁଠାରୁ କଷ୍ଟକର କାମ ହୋଇଥାଏ କିନ୍ତୁ ଏହାଠାରୁ ଅଧିକ କଷ୍ଟ ହେଉଛି ବନ୍ଧୁତ୍ୱର କର୍ତ୍ତବ୍ୟ ତୁଲାଇବା। ଏହି କଥାକୁ ଭୁଲ୍‌ ପ୍ରମାଣିତ କରିବା ପାଇଁ ବଲିଉଡ୍‌ର ‘ଚିକନୀ ଚମେଲି’ ଅର୍ଥାତ କ୍ୟାଟ୍ରିନା କୈଫ୍‌ ନିଜର ଏକ୍ସ-ଲଭରର ଗର୍ଲଫ୍ରେଣ୍ଡ ଆଲିୟା ଭଟ୍ଟଙ୍କ ପାଇଁ ଏକ ଖାସ୍‌ ଲଞ୍ଚ ପ୍ଲାନ କରିଥିଲେ। ସୂଚନା ମୁତାବକ ଏହି ଲଞ୍ଚରେ କବେଳ ଆଲିୟା ନୁହଁନ୍ତି ପ୍ରିୟଙ୍କା ଚୋପ୍ରା ଜୋନସ ମଧ୍ୟ ଆସିଥିଲେ।

ବର୍ତ୍ତମାନ ଆଲିୟା ଭଟ୍ଟଙ୍କ ସହ ଏହି ଦୁଇ ଅଭିନେତ୍ରୀଙ୍କ ଡେଟ୍‌ ଖୁବ୍‌ ଭଲ ଚାଲିଛି। ଆଲିଆ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ କହିବାକୁ ଗଲେ କ୍ୟାଟ କହିଛନ୍ତି, ‘ଯେତେବେଳେ ମୁଁ ଏହି ବିଷୟରେ ଭାବିଥିଲି ସେତେବେଳେ ଜାଣିଥିଲି ମୋର ଏବଂ ଆଲିୟାଙ୍କର ସମ୍ପର୍କ ଏକଦମ୍‌ ଅଲଗା। ବେକ୍ରଅପ୍‌ ପରେ ଆଲିୟାଙ୍କ ସହ ନିଜର ସମ୍ପର୍କ କଣ ପାଇଁ ବଦଳାଇବି। ସେ ତାଙ୍କରି ପାଇଁ ଯାହାଙ୍କ ସହ ମୁଁ ଡେଟ୍‌ କରିସାରିଛି।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

33 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

55 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

1 hour ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago