ମନୋରଂଜନ

ସୁପରହିରୋ ଫିଲ୍ମ ପାଇଁ ଟ୍ରେନିଂ ନେଉଛନ୍ତି କ୍ୟାଟ୍ରିନା, ଜାନୁଆରୀ ଆରମ୍ଭ ହେବ ସୁଟିଂ

କ୍ୟାଟ୍ରିନା ଏବେ ସୁପରହିରୋ ଫିଲ୍ମ ପାଇଁ ଟ୍ରେନିଂ ନେଉଛନ୍ତି। ନିଜ ଅନ୍ତରଙ୍ଗ ବନ୍ଧୁ ଅଲ୍ଲୀ ଆବାସ ଜଫର ସହିତ ମିଶି ଏହି ଫିଲ୍ମ କରିବାର ଯୋଜନା କରୁଛନ୍ତି। ଏହି ଫିଲ୍ମ କିପରି ହେବ ଏବଂ କେମିତି କାମ ହେବ, ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏହିସବୁ ଚର୍ଚ୍ଚା ମଧ୍ୟରେ ଅଲ୍ଲୀ ଆବାସ ଜଫର ଇଣ୍ଟରନ୍ୟାସନାଲ ଟିମ୍‌ ହାଏର କରିବା ପାଇଁ ଦୁବାଇ ପହଞ୍ଚିଛନ୍ତି।

ଖବର ମୁତାବକ, କ୍ୟାଟ୍ରିନା ଏହି ଫିଲ୍ମ ପାଇଁ ଫିଜିକାଲ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି। କରୋନା ମହାମାରୀ ମଧ୍ୟରେ ଯଦି ସବୁକିଛି ଠିକ୍‌ ଚାଲେ, ତେବେ ଜାନୁଆରୀରୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି। ଏଥିପାଇଁ ଫିଲ୍ମର ସୁଟିଂ ଆରମ୍ଭ ହେବା ପୂର୍ବରୁ କ୍ୟାଟ୍ରିନା ଟ୍ରେନିଂ ପୂରଣ କରିବାକୁ ଚାହୁଁଛନ୍ତି।

ଏହାଛଡା କରୋନା ମହାମାରୀ ସମୟରେ ଟ୍ରାଭେଲ କରିବା ପାଇଁ ଅନେକ ପ୍ରକାର ଗାଇଡଲାଇନ ରହିଛି, ତେଣୁ ବାରମ୍ବାର ଭାରତରୁ ଦୁବାଇ ଯିବା ସମସ୍ୟା ହେବ ବୋଲି ଆବାସଙ୍କ ଟିମ୍‌ ଟେମ୍ପରାରୀ ଭାବେ ଦୁବାଇକୁ ସିଫ୍ଟ ହୋଇଯାଇଛନ୍ତି। ଏହା ଆବାସଙ୍କ ପାଇଁ ସ୍ପେଶାଲ ପ୍ରୋଜେକ୍ଟ ।

Swagatika

Recent Posts

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

6 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

19 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

21 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

21 mins ago

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

1 hour ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

1 hour ago