ମନୋରଂଜନ

କିଆରାଙ୍କ ଟପଲେସ୍‌ ଫଟୋକୁ ଦେଖି ବଲିଉଡର ତିନି ଷ୍ଟାର ହେଲେ ସାର୍ଟଲେସ, ହଟ୍‌ ଲୁକ୍‌ ହେଉଛି ଭାଇରାଲ

ନିକଟରେ ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଟପଲେସ୍‌ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। କିଆରା ନିକଟରେ ଡବୁ ରତନାନୀଙ୍କ ପାଇଁ କରାଇଥିବା ଟପ୍ଲେସ୍ ଫଟୋସୁଟ୍କୁ ଦେଖି ଏବେ ଆଉ ତିନି ଜଣ ଅଭିନେତା ନିଜକୁ କଣ୍ଟ୍ରୋଲ କରିପାରିଲେ ନାହିଁ। ଏଥିପାଇଁ ସେମାନେ ହେଲେ ସାର୍ଟଲେସ୍‌। ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହିତ୍ରିକ ରୋଶନ, ଜନ ଆବ୍ରାହମ ଏବଂ ବରୁଣ ଧଓ୍ଵନ ସାର୍ଟଲେସ ଫଟୋଶୁଟ କରାଇ ଏବେ ଚର୍ଚ୍ଚାରେ। ଏହି ତିନି ଜଣଙ୍କ ଲୁକ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ସମସ୍ତେ ନିଜ ନିଜର ଆକାଉଣ୍ଟରେ ଫଟୋ ଅପଲୋଡ କରି ଏବେ ଚର୍ଚ୍ଚାରେ ରହିଛନ୍ତି।

ସୂଚନାଯୋଗ୍ୟ, ଡବୁ ରତନାନୀ କ୍ୟାଲେଣ୍ଡର ଲଞ୍ଚ କରିବା ପରେ ଏକ ବିବାଦରେ ଫସିଯାଇଛନ୍ତି। ଏହାର କାରଣ ହେଉଛି କିଆରା। ଡବୁ କିଆରାଙ୍କର ଟପଲେସ ଫଟୋଶୁଟ୍‌ କରିବା ସମୟରେ କଦଳୀପତ୍ରକୁ ବ୍ୟବହାର କରିଥିଲେ। ଯାହାକୁ ନେଇ ଫଟୋଗ୍ରାଫର ମେରୀ ବର୍ଶ ଆରୋପ କହିଛନ୍ତି। ମେରୀ କହିଛନ୍ତି ଡବୁ ଏହି କନସେପ୍ଟକୁ କପି କରିଛନ୍ତି।

Swagatika

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

19 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

27 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

42 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

48 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago