ଅଭିନେତ୍ରୀ କୃତି ସାନନ୍ ସବୁବେଳେ ନିଜ ଫ୍ରଫେସନାଲ ଓ ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥରକ ମଧ୍ୟ କୃତି ନିଜ ପ୍ରଫେସନାଲ ଲାଇଫ୍କୁ ନେଇ ଲାଇମ୍ଲାଇଟ୍ରେ ଅଛନ୍ତି। ମିଳିଥିବା ସୂଚନା ମୁତାବକ, ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସଙ୍କ ସହ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ କୃତି। ଏହି ଫିଲ୍ମରେ କୃତି ସୀତା ଭୂମିକାରେ ଅଭିନୟ କରିବେ।
ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ହେବେ କୃତି। ଏହି ଖବର ପାଇବା ପରେ କୃତି ଖୁବ୍ ଖୁସି ଥିବା ଦେଖିବାକୁ ମିଳିଛି। କୃତି ନିଜ ଫଟୋ ସହ ମାତା ସୀତାଙ୍କ ଫଟୋକୁ ଯୋଡ଼ି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି।
ଅନ୍ୟପଟେ ଆଦିପୁରୁଷ ଫିଲ୍ମରେ ପ୍ରଭାସ ରାମ ଭୂମିକାରେ ଅଭିନୟ କରିବେ। କୃତି ଓ ପ୍ରଭାସଙ୍କ ବ୍ୟତୀତ ଏହି ଫିଲ୍ମରେ ନେଗେଟିଭ୍ ରୋଲ୍ରେ ସୈଫ୍ ଅଲ୍ଲୀ ଖାନ୍ ନଜର ଆସିବେ। ସୈଫ୍ ରାବଣ ଭୂମିକାରେ ଅଭିନୟ କରିବେ। ପ୍ରକାଶ ଯେ, ‘ଆଦିପୁରୁଷ’ ଏକ ପୌରାଣିକ କାହାଣୀ ଉପରେ ଆଧାରିତ ଫିଲ୍ମ ହେବ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…