ମନୋରଂଜନ

ଅର୍ଜୁନ କପୁରଙ୍କ ସହ ମଲାଇକାଙ୍କର ହୋଇଗଲା କି ଏନଗେଜମେଣ୍ଟ, ଭାଇରାଲ ହେଉଛି ଫଟୋ

ଏବେ ସୋସିଆଲ ମିଡିଆରେ ମଲାଇକା ଆରୋରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏଥର ତାଙ୍କର ଡ୍ୟାନ୍ସ ପାଇଁ ନୁହେଁ ବରଂ ସେ ହାତରେ ପିନ୍ଧିଥିବା ଡାଇମଣ୍ଡ ରିଙ୍ଗ୍ ଖୁବ୍ ଚର୍ଚ୍ଚା ସାଉଁଟୁଛି। ନିକଟରେ ମଲାଇକା ଏହିପରି କିଛି କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କର ଚମତ୍କାର ହୀରା ରିଙ୍ଗକୁ ଦେଖାଇ ଅତି ସୁନ୍ଦର ଫଟୋ ସେୟାର କରିଛନ୍ତି । ମଲାଇକାଙ୍କ ଏହି ଲାଟେଷ୍ଟପୋଷ୍ଟ ଦେଖି ଫ୍ୟାନ୍ସମାନେ ଅର୍ଜୁନ କପୁରଙ୍କ ନାମ ନେଇ ଅଭିନନ୍ଦନ ଦେଉଥିବା ଦେଖିବାକୁ ମିଳିଛି ।

ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋସେୟାର କରିଛନ୍ତି । ଯେଉଁଥିରେ ସେ ହୀରା ମୁଦି ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋରେ ମଲାଇକା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ଫଟୋରେ ଦେଖାଯାଇଛି ଯେ ମଲାଇକା ଧଳା ରଙ୍ଗର ନେଲ୍ ପେଣ୍ଟ ଲଗାଇଛନ୍ତି ଏବଂ ତାଙ୍କ ହାତ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି ।ଏହି ଫଟୋରେ, ମଲାଇକା ଲାଇଟ୍ ପିଚ୍ ରଙ୍ଗର ଏକ ନେଟ୍ ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି ।

ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ, ସେ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବାକୁ ମଜାଦାର ପୋଷ୍ଟ ସେୟାର କରୁଥିବା ନଜର ଆସନ୍ତି ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

55 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago