ମନୋରଂଜନ

ବଡ଼ ଭାଇଙ୍କୁ କ୍ୟୁଟ୍‌ ସ୍ମାଇଲରେ ଚାହିଁଛନ୍ତି ତୈମୁର ଅଲ୍ଲୀ ଖାନ୍‌, ଫଟୋ ପୋଷ୍ଟ କରି ମଲାଇକା ଲେଖିଲେ ଏମିତି କ୍ୟାପସନ

କରୀନା କପୁର ଖାନ୍‌ ଓ ମଲାଇକା ଅରୋରାଙ୍କ ମଧ୍ୟରେ ବହୁତ ଷ୍ଟ୍ରଙ୍ଗ୍‌ ବଣ୍ଡିଂ ରହିଛି। ଦୁଇଜଣ ଅନେକ ସମୟରେ ଏକାଠି ସାଙ୍ଗମାନଙ୍କ ସହିତ ହ୍ୟାଙ୍ଗ୍‌ଆଉଟ କରୁଥିବାର ନଜର ଆସନ୍ତି। ଏହାସହ ସେମାନେ ନିଜ ପିଲା ତୈମୁର ଅଲ୍ଲୀ ଖାନ୍‌ ଓ ଅରହାନ୍‌ ଖାନ୍‌ଙ୍କ ସହ କ୍ୱାଲିଟି ଟାଇମ୍‌ ବି ସ୍ପେଣ୍ଡ କରିଥାଆନ୍ତି।

ମଲାଇକା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତୈମୁର ଓ ଅରହାନ୍‌ ଏକାଠି ନଜର ଆସୁଛନ୍ତି। ଫଟୋରେ ଅରହାନ୍‌ ସ୍ମାଇଲ କରୁଥିବା ବେଳେ ତୈମୁର ବଡ଼ ଭାଇଙ୍କ ଆଡ଼କୁ କ୍ୟୁଟ୍‌ ସ୍ମାଇଲରେ ଚାହିଁଛନ୍ତି।

ହ୍ଵାଇଟ୍‌ ପ୍ରିଣ୍ଟେଡ୍‌ ଟି-ଶାର୍ଟ ଏବଂ ବ୍ଲାକ୍‌ ପ୍ୟାଣ୍ଟରେ ତୈମୁର ଫୁଟବଲ୍‌ ଧରି ବସିଛନ୍ତି। ସେହି ଅରହାନ୍‌ ବ୍ଲାକ୍‌ ଲୁକ୍‌ରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ମଲାଇକା ଫଟୋ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି ଯେ ‘ମାଇଁ ବେବି ଓ୍ଵିଥ୍‌ ବେବୋଜ୍‌ ବେବି’। ଯେତେବେଳେ ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା, ଏହା ଉପରେ ଫ୍ୟାନ୍‌ମାନଙ୍କର ଅନେକ ପ୍ରତିକ୍ରିୟା ଆସିଥିଲା।

Roshni

Recent Posts

ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ…

6 mins ago

ସେଲ୍ଫି ନେଲା ଦୁଇ ଜୀବନ, ଗୁମ୍ମାଝରଣ ଜଳପ୍ରପାତରେ ବୁଡିଯାଇ ମୃତ୍ୟୁ

ମାଲକାନଗିରି : ସେଲ୍ଫି ନେବାବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଗୁମ୍ମାଝରଣ ଜଳପ୍ରପାତ ନିକଟରେ ସେଲଫି…

38 mins ago

ସ୍ୱାତି ମାଲିଓ୍ଵାଲ ମାମଲା: ଜୁନ୍‌ ୨୨ ଯାଏ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ଆମ୍‌ ଆଦ୍‌ମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତି ମାଲିଓ୍ଵାଲଙ୍କ ମାମଲାରେ ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ସ୍ୱାତି…

1 hour ago

ଭାରତର କେଉଁ ରାସ୍ତାରେ ହୋଇଥାଏ ସର୍ବାଧିକ ଦୁର୍ଘଟଣା? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭାରତରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ୨୦୨୨…

1 hour ago

ଅଦିନିଆ ମେଘ ହେଲା କାଳ, ମଣ୍ଡିରେ ଭିଜିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ସୁବର୍ଣ୍ଣପୁର: କେତେ ପରିଶ୍ରମ କରି ଧାନ ଚାଷ କରିଥିଲେ ଚାଷୀ । ଭାବିଥିଲେ ଧାନ ବିକି କିଛି ଅର୍ଥ ରୋଜଗାର…

1 hour ago

ଗ୍ରାହକଙ୍କୁ ଝଟକା, ନିର୍ବାଚନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନିର୍ବାଚନ ଫଳାଫଳ ଘୋଷଣା ପରେ ଗ୍ରାହକଙ୍କୁ ଝଟକା ଦେଲେ ସରକାର । ପେଟ୍ରୋଲ ଓ ଡିଜେଲ ଉପରେ ସେଲ୍ସ ଟାକ୍ସ…

1 hour ago