ଭାଇ ଓ ଭଉଣୀର ପର୍ବ ରାକ୍ଷୀକୁ ପୂରା ଦେଶ ବହୁ ଧୂମଧାମରେ ପାଳନ କରୁଛି। ବଲିଉଡ୍ କଳାକାରମାନେ ମଧ୍ୟ ଏହି ପର୍ବକୁ ନେଇ ବହୁତ କ୍ରେଜ୍ ଦେଖିବାକୁ ମିଳିଛି। ରକ୍ଷାବନ୍ଧନର ଏହି ଖାସ୍ ମଉକାରେ ବଲିଉଡର ଚର୍ଚ୍ଚତ ସିଙ୍ଗର ନେହା କକ୍କରଙ୍କ ଏକ ଭିଡିଓ ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ଯେଉଁଥିରେ ସେ ତାଙ୍କ ଭାଇ ଟୋନି କକ୍କରଙ୍କୁ ରାକ୍ଷୀ ବାନ୍ଧୁଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓରେ ନେହା ନିଜର ଭାଇଙ୍କୁ ଏକ ଖାସ୍ ଗିଫ୍ଟ ମଧ୍ୟ ଦେଉଛନ୍ତି। ନେହା ଟୋନିଙ୍କୁ ରାକ୍ଷୀ ପିନ୍ଧାଇ ଏକ ବହୁତ ସୁନ୍ଦର ଘଣ୍ଟା ଗିଫ୍ଟ କରୁଛନ୍ତି। ଯାହାକୁ ଦେଖି ଟୋନି କକ୍କର ବହୁତ ହି ଖୁସି ହୋଇଯାଉଛନ୍ତି। ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଏବେ ପଯ୍ୟର୍ନ୍ତ ପାଞ୍ଚ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ନେହା ଏହି ଭିଡିଓକୁ ସେୟାର କରି ନିଜ ଫ୍ୟାନ୍ସଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ମଧ୍ୟ ଦେଇଛନ୍ତି।
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…