ମନୋରଂଜନ

ନେହାଙ୍କ ସହ ଏମିତି କଲେ ଟୋନି କକ୍କଡ, ଯେଉଁଥିପାଇଁ ଖାଇଲେ ଜୋର୍‌ଦାର୍‌ ଚାପୁଡା

ନେହା କକ୍କଡ ଏବେ ‘ଇଣ୍ଡିଆନ୍‌ ଆଇଡଲ୍‌’ ଶୋ’ରେ ବିଚାରକ ଭାବେ ନଜର ଆସିଛନ୍ତି। ଶୋ’ ବ୍ୟତୀତ ନେହା କକ୍କଡଙ୍କ ଗୀତ ‘ଗୋଆ ବିଚ୍‌’ ରିଲିଜ୍‌ ହୋଇଛି, ଯାହା ଏବେ ଖୁବ୍‌ ଧମାଲ୍‌ ମଚାଉଛି। ଏହି ଗୀତରେ ନେହାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ନିଜ ଭାଇ ଟୋନି କକ୍କଡଙ୍କୁ ଚାପୁଡା ମାରିବାର ନଜର ଆସିଛନ୍ତି। ସୂଚନା ମୁତାବକ ଭିଡିଓରେ ଟୋନି କକ୍କଡ ନେହାଙ୍କର ଚୁଟି ଟାଣୁଥିବାର ନଜର ଆସିଛନ୍ତି। ଯାହାପରେ ନେହା ରାଗିଯାଇ ନିଜ ଭାଇଙ୍କୁ ଜୋର୍‌ରେ ଚାପୁଡା ମାରିଛନ୍ତି।

@nehakakkarOur Very First TikTok on our #GoaBeach Song! 🏖❤️😇 tonykakkar #Sorry Bhaiyuuuu 🤭😭 #TiktokIndia #TonyKakkar #NehaKakkar

♬ Goa Beach Tony Kakkar Neha Kakkar – Neha Kakkar

ସୂଚନା ଅନୁଯାୟୀ ନେହା କକ୍କଡ ନିଜ ଭାଇ ଟୋନି କକ୍କଡଙ୍କ ସହ ‘ଗୋଆ ବିଚ୍‌’ ଗୀତରେ ଭିଡିଓ କରୁଥିବା ସମୟରେ ତାଙ୍କ ଭାଇ ଜୋର୍‌ରେ ଚୁଟି ଟାଣିଦେଇଥିଲେ। ଏହାପରେ ନେହାଙ୍କୁ ବୁଲିପଡି ଜୋର୍‌ରେ ଚାପୁଡା ମାରିବାର ଥିଲା କିନ୍ତୁ ସତରେ ନେହାଙ୍କ ହାତରୁ ଜୋର୍‌ରେ ଚାପୁଡା ଲାଗିଯାଇଥିଲା। ଏହାପରେ ସେ ନିଜ ଭାଇଙ୍କୁ ଭୁଲ୍‌ ମଧ୍ୟ ମାଗିଛନ୍ତି। ଶେଷରେ ଭାଇ-ଭଉଣୀ ଭିଡିଓରେ ଖୁବ୍‌ ମସ୍ତି ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବା ସହ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଛନ୍ତି।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago