ମନୋରଂଜନ

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ନୂଆ ମୋଡ, ଖୁଲାସା ହେଲା ଆଶ୍ଚର୍ଯ୍ୟକର ତଥ୍ୟ

ଓଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ମୁମ୍ବାଇ ପୋଲିସ ଲଗାତର ଯାଞ୍ଜ କରୁଛି। ସୂଚନା ଅନୁଯାୟୀ ପୋଲିସ ଦାବି କରିଛି ଯେ ଏବେ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଜରେ ଏକ ତଥ୍ୟ ମିଳିଛି। ଯେଉଁଥିରେ ଜଣାପଡିଛି ସୁଶାନ୍ତ ଗତ ବର୍ଷ ଅକ୍ଟୋବରରେ ମୁମ୍ବାଇର ଏକ ହସପିଟାଲରେ ଡିପ୍‌ ଡିପ୍ରେସନ ସମସ୍ୟାକୁ ନେଇ ଏକ ସପ୍ତାହ ପାଇଁ ଆଡମିଟ୍‌ ହୋଇଥିଲେ। ସୁଶାନ୍ତ ଗତ କିଛି ବର୍ଷ ମଧ୍ୟରେ ୫ ଅଲଗା ଅଲଗା ମନୋଚିକିତ୍ସକଙ୍କୁ ଭେଟି ସାରିଥିଲେ। ମୁମ୍ବାଇ ପୋଲିସ ଏମାନଙ୍କ ମଧ୍ୟରୁ ଦୁଇ ଜଣ ଡାକ୍ତରଙ୍କୁ ପଚରାଉଚୁରା କରି ବୟାନ ରେକର୍ଡ କରିଛି।

ଜଣେ ଡାକ୍ତର ନିଜ ବୟାନରେ ଜଣାଇଛନ୍ତି ଯେ ସେ ପ୍ରାୟ ବର୍ଷେ ହେବ ସୁଶାନ୍ତଙ୍କୁ ଚିକିତ୍ସା କରୁଥିଲେ। ସୁଶାନ୍ତଙ୍କୁ ରିୟା ଚକ୍ରବର୍ତ୍ତୀ ନିଜର ଜଣେ ବନ୍ଧୁଙ୍କ ସହାୟତାରେ ଭେଟିଥିଲେ। ସୁଶାନ୍ତ ସେହି ସମୟରେ ବହୁତ ଡିପ୍ରେସନ ଏବଂ ଟ୍ରମାରେ ଥିଲେ ଏବଂ କୌଣସି କାରଣ ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ। ନିଦ ନ ଆସିବା, ବିଶାଦରେ ରହିବା, ପ୍ରତ୍ୟେକଟି କଥାରେ ସନ୍ଦେହ ଦୃଷ୍ଟିରେ ଦେଖିବା ଆଦି ତାଙ୍କ ଠାରେ ପ୍ରାରମ୍ଭିକ ଲକ୍ଷଣ ଥିଲା।

ସେ ଏହା ମଧ୍ୟ ଜଣାଇଛନ୍ତି ସୁଶାନ୍ତ ଯେତେବେଳେ ବି କାଉନସେଲିଙ୍ଗ୍‌ ପାଇଁ ଆସୁଥିଲେ ସେତେବେଳେ ରିୟା ତାଙ୍କ ସହିତ ଆସୁଥିଲେ। ତେବେ ଡାକ୍ତର ଜଣଙ୍କ ଆହୁରି ବହୁତ କିଛି ତଥ୍ୟ ଦେଇଛନ୍ତି ଯାହା ଏବେ ମଡିଆକୁ ସେୟାର କରାଯାଇନାହିଁ।

Pritiparna

Recent Posts

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

18 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

33 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

36 mins ago

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

43 mins ago

ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ…

43 mins ago

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

1 hour ago