Categories: ମନୋରଂଜନ

ରାନୁ ମଣ୍ଡଳଙ୍କ ନୂଆ ଅନ୍ଦାଜ୍, ନିଜର ତୃତୀୟ ବଲିଉଡ୍ ଗୀତରେ ଦେଖାଇଲେ ଜଲୱା !

ରେଲୱେ ଷ୍ଟେସନରେ ଭିକ ମାଗି ଦିନ କାଟୁଥିବା ରାନୁ ମଣ୍ଡଳ ନିଜର ଏକ ଭିଡିଓ ପାଇଁ ରାତାରାତି ବନିଯାଇଥିଲେ ସୁପରଷ୍ଟାର। ରାନୁ ରାଣାଘାଟ ରେଲୱେ ଷ୍ଟେସନରେ ଭିକ ମାଗି ଦିନ କାଟୁଥିବା ରାନୁ ଆଜି ନିଜର ଟ୍ଯାଲେଣ୍ଟ ପାଇଁ ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି ।ଆଜି ନିଜର ସ୍ବର ପାଇଁ ରାନୁ ମଣ୍ଡଳ ବଲିଉଡରେ ଏଂଟ୍ରୀ କରିବାରେ ସଫଳ ହୋଇଛନ୍ତି ।

ଇଣ୍ଟରନେଟରେ ଛାଇଯାଇଥିବା ରାନୁ ମଣ୍ଡଳ ଏବେ ବଲିଉଡରେ ଗୋଟିଏ ପରେ ଗୋଟିଏ ମ୍ୟୁଜିକ କମ୍ପୋଜ୍ ଗାଇ ବାର ଅଫର ମିଳୁଛି। ଏବେ ରାନୁ ହିମେଶ ରେସମିୟାଙ୍କ ସହିତ ନିଜ ପ୍ରୋଜେକ୍ଟ ପୂରା କରୁଛନ୍ତି। ହିମେଶ ପ୍ରଥମେ ରାନୁଙ୍କର ‘ତେରୀ ମେରୀ କାହାନୀ’ ଗୀତକୁ ନିଜ ଇନଷ୍ଟଗ୍ରାମରେ ସେୟାର କରିଥିଲେ ଯାହା ଦଶର୍କଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥିଲା। ଏହାପରେ ରାନୁଙ୍କର ଦ୍ବିତୀୟ ଗୀତ ‘ଆଦତ’ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ବର୍ତ୍ତମାନ ରାନୁଙ୍କର ତୃତୀୟ ଗୀତ ମଧ୍ୟ ସାମ୍ନାକୁ ଆସିଯାଇଛି।

ଏହି ତ୍ରୁତୀୟ ଗୀତର ଭିଡିଓ ହିମେଶ ରେସମିୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ନୂଆ ଗୀତରେ ସବୁଠାରୁ ଖାସ୍ କଥା ହେଉଛି ରାନୁଙ୍କର ଅନ୍ଦାଜ୍। ଏଥର ରାନୁ ଅଧିକ ଆତ୍ମବିଶ୍ବାସ ସହିତ ଗୀତ ଗାଉଥିବା ନଜର ଆସୁଛନ୍ତି। ରାନୁ ଏହି ଗୀତକୁ ବହୁତ ଏଞ୍ଜୟ କରି ଗାଉଛନ୍ତି।

ଏହା ସହ ପଢ଼ନ୍ତୁ : ରେଲୱେ ଷ୍ଟେସନରୁ ବଲିଉଡ, ଧୀରେ ଧୀରେ ଜମୁଛି ରାନୁଙ୍କ ପାଦ; ହିମେଶଙ୍କ ସହ ରିଲିଜ ହେଲା ତାଙ୍କର ଦ୍ଵିତୀୟ ଗୀତ

ଏହି ଗୀତ ୧୩ ବର୍ଷ ପୁରୁଣା ଅର୍ଥାତ ୨୦୦୬ରେ ରିଲିଜ୍ ହୋଇଥିବା ଫିଲ୍ମ ’୩୬ ଚାଇନା ଟାଉନ’ର ଗୀତ ‘ଆଶିକି ର୍ମେଁ ତେରୀ’ର ରିମେକ। ଏହି ଗୀତର ଲାଟେଷ୍ଟ ଭିଡିଓରେ ରାନୁ ବହୁତ ଖୁସି ଏବଂ ଗୀତକୁ ଉପଭୋଗ କରି ଗାଉଥିବାର ନଜର ଆସୁଛନ୍ତି। ସେହିପରି ବ୍ୟାକଗ୍ରାଉଣ୍ଡରେ ‘ଆଶିକି ମେ ତେରୀ’ର ମ୍ୟୁଜିକ ପ୍ଲେ ହେଉଛି। ରାନୁଙ୍କର ଏହି ଭିଡିଓକୁ ମଧ୍ୟ ଦର୍ଶକ ବହୁତ ପିସନ୍ଦ କରୁଛନ୍ତି।

୧୬ ଘଣ୍ଟାରେ ଏହି ଭିଡିଓକୁ ୨ ଲକ୍ଷ ଲୋକରୁ ଅଧିକ ଲୋକ ଦେଖିସାରିଲେଣୀ। ଫ୍ୟାନ୍ସ ହିମେଶଙ୍କୁ ପ୍ରସଂଶା କରି କହୁଛନ୍ତି ‘ଆପଣ ଏକ ବହୁତ ମହାନ କାମ କରୁଛନ୍ତି।’ ନିକଟରେ ରାନୁ କହିଛନ୍ତି ‘ବାରମ୍ବାର ଉଡାଜାହାଜରେ ମୋ ଘରୁ ମୁମ୍ବାଇ ଆସିବା ବହୁତ କଷ୍ଟ ହେଉଛି, ଏଥିପାଇଁ ମୁଁ ମୁମ୍ବାଇରେ ନିଜ ଘର ନେବା ପାଇଁ ଚାହୁଁଛି। ହିମେଶ ରେସମିୟାଙ୍କ ସହିତ ଦୁଇଟି ଗୀତ ଗାଇ ସାରିଛି। ମୁଁ ମୁମ୍ବାଇରେ ରହିବାକୁ ଚାହୁଁଛି।’

ଦେଖନ୍ତୁ ଏହି ରାନୁଙ୍କର ତୃତୀୟ ବଲିଉଡ୍ ସଙ୍ଗ ଭିଡିଓ

ଦେଖନ୍ତୁ ରାନୁଙ୍କର ଦ୍ବିତୀୟ ବଲିଉଡ୍ ସଙ୍ଗ

ଦେଖନ୍ତୁ ରାନୁଙ୍କର ପ୍ରଥମ ବଲିଉଡ୍ ଗୀତ

Pritiparna

Recent Posts

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

30 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

53 mins ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

1 hour ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

1 hour ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

1 hour ago