ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ କ୍ୟୁଟନେସ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏନେଇ ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଷ୍ଟାର୍ କିଡସ୍ ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ଥିବା ତୈମୁର ଅଲ୍ଲୀ ଖାନ୍ ସବୁବେଳେ ଟପ୍ ରେ ରହିଥାନ୍ତି।
ସୂଚନା ମୁତାବକ, ସୈଫ୍ ଅଲ୍ଲୀ ଖାନ୍ ପୁଅ ତୈମୁର ଅଲ୍ଲୀ ଖାନ୍ ଙ୍କ ବିଷୟରେ କହିଛନ୍ତି, ‘ ମୋ ମା’ ୧୬ ବର୍ଷ ବୟସରୁ ଫିଲ୍ମରେ କାମ କରିଆସୁଛନ୍ତି। ସେ ସତ୍ୟଜିତ୍ ରୟଙ୍କ ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ମୋ ଭଉଣୀ, ମୋ ପତ୍ନୀ ଏବଂ ମୋ ପୂର୍ବ ପତ୍ନୀ ମଧ୍ୟ ସବୁ ଫିଲ୍ମରେ ଅଭିନୟ କରିଛୁ। ମୋ ଝିଅ, ମୋ ବଡ଼ ପୁଅ ମଧ୍ୟ ଆକ୍ଟର ହେବା ପାଇଁ ଚାହୁଁଛନ୍ତି। ତେଣୁ ମୋତେ ଲାଗୁଛି ମୋ ତୈମୁର ମଧ୍ୟ ନିଶ୍ଚୟ ଜଣେ ଅଭିନେତା ହେବେ। କାରଣ ସେ ଏବେ ଠାରୁ ହିଁ ଆମମାନଙ୍କୁ ବହୁତ ମନୋରଞ୍ଜନ କରାଉଛି ।
ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…
ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…
ନୟାଗଡ଼ (କେନ୍ୟୁଜ୍) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…
କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…