Categories: ମନୋରଂଜନ

ସିଦ୍ଧାର୍ଥ ମଲହୋତ୍ରାଙ୍କ ଉପରେ ଚୋରି ଅଭିଯୋଗ ଆଣିଲେ କିଙ୍ଗ ଖାନ୍

ସିଦ୍ଧାର୍ଥ ମଲହୋତ୍ରାଙ୍କ ଉପରେ ଲାଗିଲା ଚୋରିର ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି କିଙ୍ଗ ଖାନ ଶାହରୁଖ । ସେ ଏନେଇ ସୋସିଆଲ ମିଡିଆରେ ଟ୍ଵିଟ୍‌ କରିଛନ୍ତି । ସିଦ୍ଧାର୍ଥଙ୍କ ଘରର ଇଣ୍ଟେରିୟର ଡିଜାଇନ ଶାହରୁଖଙ୍କ ପତ୍ନୀ ଗୌରି ଖାନ୍‌ କରିଛନ୍ତି । ଗୌରି ଟ୍ଵିଟ୍‌ କରି ସିଦ୍ଧାର୍ଥଙ୍କ ଘରର କିଛି ଝଲକ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ସିଦ୍ଧାର୍ଥଙ୍କ ଘରେ ଲାଗିଥିବା ଦୋଳିକୁ ଦେଖି ଶାହରୁଖ ଏହା ତାଙ୍କର ବୋଲି କହିଥିଲେ । ପତ୍ନୀ ଗୌରି ଓ ସିଦ୍ଧାର୍ଥଙ୍କ ଉପରେ ଦୋଳି ଚୋରି କରିଥିବାର ଅଭିଯୋଗ ଆଣିଛନ୍ତି କିଙ୍ଗ ଖାନ । ତାହା ପୁଣି ସୋସିଆଲ ମିଡିଆରେ । ସିଦ୍ଧାର୍ଥ ଏହାର ଜବାବରେ କହିଛନ୍ତି ଗ୍ରେଟ୍‌ ଟେଷ୍ଟ୍‍ ଶାହରୁଖ ଖାନ୍‌ । ଆପଣ କେବେବି ଆସିକି ଦୋଳି ଝୁଲିପାରିବେ ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

4 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

7 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

11 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

24 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

40 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago