Categories: ମନୋରଂଜନ

ଅନୁ ମଲ୍ଲିକଙ୍କୁ ଟାର୍ଗେଟ କଲେ ସୋନା ମହାପାତ୍ର, କହିଲେ ‘ମୂଷା ପୁଣି ଗାତକୁ ଫେରିଆସୁଛି’

ମି-ଠୁ ମୁଭମେଣ୍ଟରେ ବଲିଉଡର ବହୁ ନାମିଦାମୀ କଳାକାର ମାନଙ୍କ ଉପରେ ଯୌନ ଶୋଷଣ କରିଥିବା ନେଇ ଅଭିଯୋଗ ଲାଗିଛି । ସଙ୍ଗିତକାର ଅନୁ ମଲ୍ଲିକ୍ ମଧ୍ୟ ଏଥିରୁ ବାଦ୍ ପଡିନଥିଲେ । ତାଙ୍କ ଉପରେ ଅଭିଯୋଗ ଆସିବାପରେ ସିଙ୍ଗିଙ୍ଗ୍ ରିୟାଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ରୁ ତାଙ୍କୁ ବାହାର କରିଦିଆଯାଇଥିଲା । କିନ୍ତୁ ସୋ’ର ନୂଆ ସିଜିନ୍ ରେ ସେ ପୁଣି ଥରେ ନଜର ଆସିବେ ।

ଏହି ସୂଚନା ଜାଣିବାପରେ ଅନୁ ମଲ୍ଲିକଙ୍କ ଉପରେ ଅଭିଯୋଗ କରିଥିବା ସିଙ୍ଗର ସୋନା ମହାପାତ୍ର ରାଗି ଯାଇଛନ୍ତି । ସୋନା ଟ୍ବିଟ୍ କରି ଅନୁ ମଲ୍ଲିକ୍ ଙ୍କୁ ସିଧା ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, ସୋନୀ ଟିଭି ବର୍ଷେ ଭିତରେ ଅନୁ ମଲ୍ଲିକଙ୍କୁ ପୁଣି ଇଣ୍ଡିଆନ୍ ଆଇଡେଲ୍ ରେ ଜର୍ଜ ପାଇଁ ଡାକିବା ସେହି ଲୋକଙ୍କ ମୁହଁରେ ଚାପୁଡା ସ୍ବରୁପ, ଯେଉଁ ଲୋକ ଭାରତରେ ନିଜ ଛୁଆ ମାନଙ୍କ ପାଇଁ ଏକ ଭଲ ଏବଂ ସୁରକ୍ଷିତ ଭବିଷ୍ୟତ ଚାହୁଁଛନ୍ତି । #RatReturnsToTheGutter (ମୂଷ ପୁଣି ଗାତକୁ ଫେରି ଆସୁଛି )


ଅନୁ ମଲ୍ଲିକ୍ ଙ୍କ ଉପରେ ସୋନାଙ୍କ ବ୍ୟତିତ ଶ୍ବେତା ପଣ୍ଡିତ ମଧ୍ୟ ଅଭିଯୋଗ କରିଥିଲେ । ଶ୍ବେତା କରିଥିଲେ କି, ଅନୁ ମଲ୍ଲିକ୍ ତାଙ୍କୁ କାମ ଦେବା ବଦଳରେ କିସ୍ କରିବାକୁ କହିଥିଲେ । ସେହି ସମୟରେ ସେ ୧୫ବର୍ଷର ଥିଲେ ଏବଂ ସ୍କୁଲ୍ ଯାଉଥିଲେ । ଶ୍ବେତା ଲେଖିଥିଲେ କି, ଏହା ୨୦୦୧ ମସିହା କଥା ।

ଏହାସହ ପଢନ୍ତୁ:

ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଳଙ୍କୁ ନେଇ ଆଉ ଏକ ବଡ ଖବର, ଏମିତି ଅଫର ଦେଲେ ଏହି ଆକ୍ଟ୍ରେସ୍

Sonalisa

Recent Posts

ଆଜି ଶପଥ ଗ୍ରହଣ କରିବେ ମୋଦି, ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲଗାତାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ…

16 mins ago

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ତୃତୀୟ ପାଳି, ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ

ନୂଆଦିଲ୍ଲୀ : ଆଜି ସଂଧ୍ୟାରେ ମୋଦିଙ୍କ ଶପଥ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର…

29 mins ago

ସୁପରସଣ୍ଡେରେ ସୁପର ମୁକାବିଲା, ଟି୨୦ ବିଶ୍ବକପରେ ଆଜି ଭାରତ-ପାକିସ୍ତାନ ମୁକାବିଲା

ସୁପରସଣ୍ଡେରେ ସୁପର ମୁକାବିଲା । ଟି୨୦ ବିଶ୍ବକପରେ ଆଜି ହାଇଭୋଲଟେଜ ଟକ୍ଟର । ଆଉ କିଛି ଘଣ୍ଟା ପରେ ପାରମ୍ପରିକ…

40 mins ago

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ଏପଟେ ଜଳୁଛି ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ସ୍ବାଭାବିକ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି…

49 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

8 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

9 hours ago