Categories: ମନୋରଂଜନ

ଓଜନକୁ ନେଇ ଖରାପ କମେଣ୍ଟ କରିଥିବା ୟୁଜର୍ସଙ୍କୁ ଉଚିତ୍ ଜବାବ ଦେଲେ ସୋନାକ୍ଷୀ ସିହ୍ନା, ଭିଡିଓ ସେୟାର କରି ଟ୍ରୋଲର୍ସଙ୍କର ନେଲେ କ୍ଳାସ୍

ମୁମ୍ବାଇ: ସୋନାକ୍ଷୀ ସିହ୍ନା ବଳିଉଡ୍ ର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆରେ ପ୍ରାୟତଃ ଟ୍ରୋଲିଙ୍ଗର ସାମ୍ନା କରିଥାନ୍ତି । ଟ୍ରୋଲର୍ସ ତାଙ୍କ ଓଜନକୁ ଏବଂ ବଡିକୁ ନେଇ ଖରାପ କମେଣ୍ଟ କରିଥାନ୍ତି କିନ୍ତୁ ଏବେ ସୋନାକ୍ଷୀ ଚୁପ୍ ନରହି ସେମାନଙ୍କୁ ଜବାବ୍ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଏପରି କମେଣ୍ଟ ତାଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ ।

ସେ ଏନେଇ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି, ଚାଲନ୍ତୁ ରୁମରେ ବସିଥିବା ହାତୀ ବିଷୟରେ କଥା ହେବା । ବହୁ ବର୍ଷ ଧରି ମୋ ଓଜନ ପାଁ ମୋତେ ଟ୍ରୋଲ୍ କରାଗଲା । ମୋତେ କେବେ ଏଥିପ୍ରତି ରିଆକ୍ଟ କରିବାର ଆବଶ୍ୟକତା ପଡିନାହିଁ । କାରଣ ମୁଁ ଜାଣିଛି କି ମୋ ଲକ୍ଷ ସେମାନଙ୍କ ଚିନ୍ତାଧାରା ଠାରୁ ବହୁତ ବଡ ।

ଏହାସହ ପଢନ୍ତୁ:

ସୋସିଆଲ ମିଡିଆରେ ଭାଇରାଲ ହେଲା ନୋରା ଫତେହିଙ୍କ ଏହି…

ସେ କହିଛନ୍ତି କି, ଟ୍ରୋଲ୍ସ, ସେହି ଲୋକ ନିଜକୁ ହିଁ କହିଥାନ୍ତି । ସେହି ଆପଣଙ୍କ ଭଲ ଉର୍ଜାକୁ ନଷ୍ଟ କରିବାକୁ ଚାହାନ୍ତି । ବାକି ଲୋକ ତ ପରଙ୍କୁ ଜର୍ଜ କରିବା ଛଡା ସେମାନଙ୍କ ପାଖରେ ଆଉ କିଛି କାମ ନାହିଁ । ଏହି ଲୋକ କିଛି ବି କହିଥାନ୍ତି । କେବେ କେବେ ମୋତେ ରାଗ ବି ଆସେ । ଖରାପ ଲାଗିଥାଏ କିନ୍ତୁ ଏବେ ମୋତେ ଏହା ଉପରେ ହସ ଲାଗୁଛି । ଏହି ଲୋକେ ମାନେ ଗୋଟେ ମଜାକ୍ ଅଟନ୍ତି ।

ଏହାସହ ସୋନାକ୍ଷୀ କହିଛନ୍ତି କି, ମୁଁ ଭାବୁଛି ୩୦କିଲୋ ଓଜନ କମ୍ କରିବା ପରେ ବି ଏହି ଲୋକ ସେହି କଥା ହିଁ କହୁଛନ୍ତି । ସେତେବେଳେ ମୁଁ କହିଲି ଭାଡ୍ ମେ ଯାଓ । ଦେଖନ୍ତୁ ସୋନାକ୍ଷୀଙ୍କର ସେହି ଭିଡିଓ ଯେଉଁଥିରେ ତାଙ୍କୁ କମେଣ୍ଟ କରିଥିବା ବ୍ୟକ୍ତିଙ୍କୁ ସେ କେମିତି ଉଚିତ୍ ଜବାବ ଦେଇଛନ୍ତି ।

 

Sonalisa

Recent Posts

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

13 mins ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

2 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

2 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

3 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

3 hours ago

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

4 hours ago