ଲକଡାଉନରେ କିଙ୍ଗଖାନଙ୍କ ଝିଅ ସୁହାନା ଘରେ ବସି ବୋରିଂ ହେଉଛନ୍ତି। ତେଣୁ ମା’ଙ୍କ ସହିତ ସବୁବେଳେ କିଛି ନୂଆ କରିବାକୁ ଚାହୁଁଚନ୍ତି। ନିକଟରେ ମା’ ଗୌରୀଙ୍କ ସହିତ ମିଶି ଫଟୋଶୁଟ୍ କରିଥିଲେ ସୁହାନା। ଏବେ ପୁଣି ସୁହାନା ଆସିଛନ୍ତି ଚର୍ଚ୍ଚା। ତାହା ପୁଣି କୌଣସି ଫଟୋଶୁଟ୍ କିମ୍ବା ଫିଲ୍ମ ପାଇଁ ନୁହେଁ ବରଂ ମା’ ଗୌରୀଙ୍କ ପୁରୁଣା ଡ୍ରେସ ପାଇଁ। ରିପୋର୍ଟ ଅନୁଯାୟୀ, ସୁହାନାଙ୍କର ଏକ ଫଟୋ ଏବେ ବେଶ୍ ଚର୍ଚ୍ଚାରେ। ଏହି ଫଟୋରେ ସୁହାନା ଯେଉଁ ଡ୍ରେସ ପିନ୍ଧିଛନ୍ତି, ତାହା ଗୌରୀଙ୍କ ୧୩ ବର୍ଷ ପୁରୁଣା ଡ୍ରେସ । ଯାହାକୁ ଦେଖି ସୁହାନାଙ୍କ ଫ୍ୟାନ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି।
ସୁହାନା ଏବେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଛନ୍ତି। ଗୌରୀ ୧୩ ବର୍ଷ ପୂର୍ବେ ଅର୍ଜୁନ ରାଜପାଲଙ୍କ ଜନ୍ମିଦନ ପାର୍ଟିରେ ଯେଉଁ ଡ୍ରେସ ପିନ୍ଧିଥିଲେ ଏବେ ତାହାକୁ ଝିଅ ସୁହାନା ପିନ୍ଧିଛନ୍ତି। ଏହା ପ୍ରଥମ ଥର ପାଇଁ ନୁହେଁ, ଏହା ପୂର୍ବରୁ ସୁହାନା ମା’ ଗୌରୀଙ୍କ କୁର୍ତ୍ତୀ ପିନ୍ଧିଥିବା ନଜର ଆସିସାରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…
ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…
ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…
ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର…
ଯାଜପୁର(କେନ୍ୟୁଜ): ଗମନାଗମନ ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ । ଗ୍ରାମାଂଚଳର ଲୋକେ ଯେପରି ଏହି…
ଭୁବନେଶ୍ୱର (କେନ୍ୟୁଜ); ବିଧାୟକଙ୍କ ଶପଥ ଗ୍ରହଣ ଲାଗି ସୁରକ୍ଷା କଡ଼ାକଡ଼ି । ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…