Categories: ମନୋରଂଜନ

ସେହି ସତ ଯାହା ଆଜି ଯାଏ ଆପଣ ବି ଜାଣିନାହାନ୍ତି, ଯେବେ ଅଣ୍ଡରଟେକରଙ୍କ ସହିତ ଲଢିଥିଲେ ଅକ୍ଷୟ କୁମାର

ଖିଲାଡି କୁମାର ନାମରେ ପରିଚିତ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର ଫିଟନେସ୍ ଆଇକନ୍ ଅଟନ୍ତି । ବୟସର ଏହି ପାହାଚରେ ମଧ୍ଯ ସେ ଫୁର୍ତ୍ତି ଥିବା ସହିତ ଯୁବକ ମାନଙ୍କୁ କଡା ଟକ୍କର ଦେଉଛନ୍ତି । ମାର୍ଶାଲ ଆର୍ଟ ଏକ୍ସପର୍ଟ ଥିବା ଏହି ଆକ୍ଟରଙ୍କର ସ୍ପୋଟ୍ସ କୁ ନେଇ ବହୁତ ଆନ୍ତରିକତା ରହିଛି ।

ଏମିତି କି ଫିଲ୍ମ ମାନଙ୍କ ମଧ୍ଯରୁ ଗୋଟେ ହେଉଛି ‘ଖିଲାଡିୟୋଁ କା ଖିଲାଡି’। ଏହି ଫିଲ୍ମରେ ଅକ୍ଷୟ କୁମାର ଡବ୍ଳୁ ଡବ୍ଳୁ ଇ ର ଫେମସ୍ ରେସଲର ଦ ଅଣ୍ଡରଟେକରଙ୍କ ସହିତ ଫାଇଟ୍ କରୁଥିବାର ନଜର ଆସିଥିଲେ । ଏମିତିରେ ଫ୍ଯାନ୍ସଙ୍କ ମନରେ ଗୋଟେ ପ୍ରଶ୍ନ ସବୁଦିନ ଆସିଥାଏ କି, ଫିଲ୍ମରେ ଅଭିନୟ କରିଥିବା ଅଣ୍ଡରଟେକର ଅସଲି ନା ନକଲି?

ଏହାସହ ପଢନ୍ତୁ:

ମୁହଁ ଲୁଚାଇ ମେଟ୍ରୋରେ ଯାତ୍ରା କରୁଥିବାର ନଜର ଆସିଲେ ସାରା…

କଥାଟି ହେଉଛି କି, ୧୯୯୬ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଅକ୍ଷୟ ଅଣ୍ଡରଟେକରଙ୍କ ସହିତ ଖୁବ୍ ଭୟାନକ ଭାବେ ଲଢୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ସତ କଥାଟି ହେଉଛି ଉକ୍ତ ଫିଲ୍ମରେ ଅଣ୍ଡରଟେକର ଭୂମିକାରେ ନଜର ଆସିଥିବା ବ୍ଯକ୍ତି ପ୍ରକୃତରେ ବ୍ରାୟନ ଲି । ବ୍ରାୟନ୍ ଲି ଅଣ୍ଡରଟେକରଙ୍କ ଦାଦା ପୁଅ ଭାଇ । ସେ ମଧ୍ଯ ଜଣେ ପ୍ରଫେସନାଲ୍ ରେସଲର। ଯିଏ ଅବିକଳ ଅଣ୍ଡରଟେକରଙ୍କ ଭଳି ଦେଖିବାକୁ । ଯେଉଁଥି ପାଇଁ ଏହି ରୋଲକୁ ସେ ଖୁବ୍ ଭଲ ଭାବେ ନିଭାଇଥିଲେ। କାରଣ ପରଦାରେ ସେ ଯେପରି ଅଣ୍ଡରଟେକର ଭଳି ହିଁ ଲାଗିପାରିବେ । ଏଥିପାଇଁ ଆଜି ଯାଏ ଫ୍ଯାନ୍ସ ଏହି କଥାକୁ ଜାଣିପାରୁନାହାନ୍ତି କି, ଅକ୍ଷୟ ଅସଲରେ କଣ ଅଣ୍ଡରଟେକରଙ୍କ ସହିତ ଏଭଳି ଭୟାନକ ଫାଇଟ୍ କରିଥିଲେ ବୋଲି ।

Sonalisa

Recent Posts

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

26 mins ago

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

58 mins ago

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼…

60 mins ago

ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌, ଜାଣନ୍ତୁ କେତେ ଅଧିକ ଦେବାକୁ ପଡିବ

ପୁଣି ସାଧାରଣ ଲୋକଙ୍କୁ ଝଟକା । ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌ ।…

1 hour ago

ପହିଲି ରଜରେ ଅଘଟଣ, ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର : ପହିଲି ରଜରେ ଅଘଟଣ । ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

2 hours ago

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

2 hours ago