Categories: ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ

ମେଷ : ପରିବାରରେ ମନମିଳାଇ ଚଳନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

ବୃଷ : ପରିବାରର ସହଯୋଗ ମିଳିବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । କର୍ମର୍କ୍ଷେତ୍ରରେ ସଜାଗ ରହନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

ମିଥୁନ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସ୍ଥିର ମନରେ ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ବନ୍ଧୁମିଳନ ଯୋଗ ରହିଛି ।

କର୍କଟ : ପରିବାରରେ ଶାନ୍ତି ମିଳିବ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।

ସିଂହ : ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଶତ୍ରୁ ବୃଦ୍ଧି ସହ ଚିନ୍ତା ବୃଦ୍ଧି ହେବ । ପରିବାରରେ ଅଶାନ୍ତି ଦେଖା ଦେଇପାରେ ।

କନ୍ୟା : ଅହଂକାର ତ୍ୟାଗ କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦୂରଯାତ୍ରା କରନ୍ତୁ ନାହିଁ । ଗାଡ଼ି ଚଳାଇବା ବେଳେ ସାବଧାନ ରହନ୍ତୁ ।

ତୁଳା : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପୁରୁଣା କଥାକୁ ନେଇ ଚିନ୍ତା ବୃଦ୍ଧି ହେବ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

ବିଛା : ସରଳ ବିଶ୍ୱାସୀ ପ୍ରତାରିତ ହୋଇପାରନ୍ତି । ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ ।

ଧନୁ : ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।

ମକର : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

କୁମ୍ଭ : ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

ମୀନ : ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଅହଂଭାବ ତ୍ୟାଗ କରନ୍ତୁ । ଗୁରୁଜନଙ୍କ ସମ୍ମାନ କରିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

Himanshu PatiMishra

Recent Posts

ଏହି ଲୋକମାନେ ଆପଲ୍ ସାଇଡର୍ ଭିନେଗାର ପିଇବା ଉଚିତ୍ ନୁହେଁ, ଡାଇବେଟିସ୍‌ ବଢିବା ସହ ହାର୍ଟ ସମସ୍ୟା ମଧ୍ୟ ହୋଇପାରେ

ଆଜିକାଲି ଫିଟନେସ୍ ଫ୍ରିକ୍ସ ଡାଏଟ୍ ପାଇଁ ଲୋକମାନେ ବହୁତ କିଛି କରୁଛନ୍ତି । ତେବେ ସକାଳେ ଖାଲି ପେଟରେ ଅନେକ…

2 mins ago

ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି, ସଂସଦୀୟ ବୋର୍ଡର ନିଷ୍ପତ୍ତିରେ ମୋହର ଲାଗିବ

ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି । ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ ଦିନେ ଦୁଇ…

18 mins ago

ନଦୀ ପାଣିରେ ପଶି ଦଳ କାଢି ଅଭିନବ ଆନ୍ଦୋଳନ କଲେ ଗ୍ରାମବାସୀ

ସାଲେପୁର(କେନ୍ୟୁଜ): ବିଭିନ୍ନ ସମୟରେ ସାଧାରଣ ଲୋକ ନିଜ ନିଜର ସମସ୍ୟାକୁ ନେଇ ସରକାରଙ୍କୁ ଘେରିଥାନ୍ତି । ଅନେକ କଥା କଟାକଟି, ଅନେକ…

35 mins ago

ଦେଶର ଏହି ୭ଟି ସହରରେ ଖାଇପାରିବେନି ନନ-ଭେଜ୍, ଜାଣନ୍ତୁ କାରଣ

ଦେଶରେ ଏପରି କିଛି ସହର ଅଛି ଯେଉଁଠାରେ ଆପଣ ଚାହିଁଲେ ବି ଆମିଷ ଖାଦ୍ୟ ଖାଇ ପାରିବେ ନାହିଁ ।…

43 mins ago

ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଲେ ନରେନ୍ଦ୍ର ମୋଦି, ପିଏମ୍‌ ପଦର ଶପଥ ଗ୍ରହଣ ପୂର୍ବରୁ ନେଲେ ଆଶୀର୍ବାଦ

ଏନ୍‌ଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ…

57 mins ago

ବୃଦ୍ଧ ବାପା ମା’ଙ୍କ ଠାରୁ ୯ କୋଟି ଟଙ୍କା ଠକେଇ କଲେ ଝିଅ ଜ୍ୱାଇଁ, ପୋଲିସର ତଦନ୍ତ ଜାରି

ମହାରାଷ୍ଟ୍ରର ଠାଣେ ସହରର ଜଣେ ୯୦ ବର୍ଷିୟ ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ତାଙ୍କ ଝିଅ, ଜ୍ୱାଇଁ ଏବଂ ଦୁଇ ନାତିଙ୍କ…

1 hour ago