Categories: ରାଶିଫଳ

କେମିତି କଟିବ ଆଜିର ଦିନ

ମେଷ : ଅନ୍ୟମାନଙ୍କ ମନକୁ କଷ୍ଟ ଦେବା ଭଳି କଥା କାହାକୁ କୁହନ୍ତୁ ନାହିଁ । କୌଣସି ଚିନ୍ତା ମନକୁ ଗଭୀର ଆଘାତ ଦେବ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।

ବୃଷ : ମନ ଭିତରେ ନୂଆ ନୂଆ ସ୍ବପ୍ନ ଦେଖିବେ । ଖୁସିରେ କଟିବ ଦିନ । ଶୁଭ ରଙ୍ଗ ଲାଲ୍ ଏବଂ ଶୁଭ ସଂଖ୍ୟା ୧ ।

ମିଥୁନ : ନୂଆ ଜିନିଷ କିଣିବା ସହ ବୁଲା ବୁଲି କରିପାରନ୍ତି । ଅର୍ଥପ୍ରାପ୍ତି ହୋଇପାରେ । ଶୁଭ ରଙ୍ଗ ବାଦାମୀ ଏବଂ ଶୁଭ ସଂଖ୍ୟା ୫ ।

କର୍କଟ : କାମରେ ଠକିଥିଲେ ଆଜି ଧରାପଡିବା ସହ ଦଣ୍ଡ ପାଇପାରନ୍ତି । ଶୁଭ ରଙ୍ଗ ଧଳା ଏବଂ ଶୁଭ ସଂଖ୍ୟା ୬ ।

ସିଂହ : ଆଧ୍ୟତ୍ମିକ ଦିଗ ଆଡକୁ ମନ ଯାଇପାରେ । ଶୁଭ ରଙ୍ଗ ମେରୁନ୍ ଏବଂ ଶୁଭ ସଂଖ୍ୟା ୧ ।

କନ୍ୟା : ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଶୁଭ ରଙ୍ଗ ଚକଲେଟ୍ ରଙ୍ଗ ଏବଂ ଶୁଭ ସଂଖ୍ୟା ୫ ।

ତୁଳା : ବ୍ୟବସାୟରେ ସଫଳତା ପାଇବେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇପାରନ୍ତି । ଶୁଭ ରଙ୍ଗ ବାଦାମୀ ଏବଂ ଶୁଭ ସଂଖ୍ୟା ୫ ।

ବିଛା : ଶତ୍ରୁଜୟ ହେବ । ଆଣ୍ଠୁ ଜନିତ ସମସ୍ୟା ଭୋଗିପାରନ୍ତି । ଶୁଭ ରଙ୍ଗ ସିଲଭର୍ ରଙ୍ଗ ଏବଂ ଶୁଭ ସଂଖ୍ୟା ୧ ।

ଧନୁ : ଘର, ଭୂମି କିମ୍ବା ଗାଡି କିଣିପାରନ୍ତି । ବନ୍ଧୁ ମିଳନ ହୋଇପାରେ । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୬ ।

ମକର : ପରକିୟା ପ୍ରୀତି ଥିଲେ ସାମ୍ନାକୁ ଆସିପାରେ । ସୁଖ ଚାଲିଯିବା ସହ କିଛି କଷ୍ଟ ଆଜି ପାଇପାରନ୍ତି । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୩ ।

କୁମ୍ଭ : ପରିଶ୍ରମର ଫଳ ନିଶ୍ଚୟ ଆଜି ପାଇବେ । ଶୁଭ ରଙ୍ଗ କଳା ଏବଂ ଶୁଭ ୪ ।

ମୀନ : ଗୁରୁଜନମାନଙ୍କ ସହ ଝଗଡା କରନ୍ତୁ ନାହିଁ । ଖାଦ୍ୟ କଷ୍ଟ ପାଇପାରନ୍ତି । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୯ ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

14 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

20 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

34 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago