କେମିତି କଟିବ ଆଜିର ଦିନ

mesha

ମେଷ : ଅନ୍ୟମାନଙ୍କ ମନକୁ କଷ୍ଟ ଦେବା ଭଳି କଥା କାହାକୁ କୁହନ୍ତୁ ନାହିଁ । କୌଣସି ଚିନ୍ତା ମନକୁ ଗଭୀର ଆଘାତ ଦେବ । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୩ ।

brushaବୃଷ : ମନ ଭିତରେ ନୂଆ ନୂଆ ସ୍ବପ୍ନ ଦେଖିବେ । ଖୁସିରେ କଟିବ ଦିନ । ଶୁଭ ରଙ୍ଗ ଲାଲ୍ ଏବଂ ଶୁଭ ସଂଖ୍ୟା ୧ ।

mithunaମିଥୁନ : ନୂଆ ଜିନିଷ କିଣିବା ସହ ବୁଲା ବୁଲି କରିପାରନ୍ତି । ଅର୍ଥପ୍ରାପ୍ତି ହୋଇପାରେ । ଶୁଭ ରଙ୍ଗ ବାଦାମୀ ଏବଂ ଶୁଭ ସଂଖ୍ୟା ୫ ।

karkataକର୍କଟ : କାମରେ ଠକିଥିଲେ ଆଜି ଧରାପଡିବା ସହ ଦଣ୍ଡ ପାଇପାରନ୍ତି । ଶୁଭ ରଙ୍ଗ ଧଳା ଏବଂ ଶୁଭ ସଂଖ୍ୟା ୬ ।

singhaସିଂହ : ଆଧ୍ୟତ୍ମିକ ଦିଗ ଆଡକୁ ମନ ଯାଇପାରେ । ଶୁଭ ରଙ୍ଗ ମେରୁନ୍ ଏବଂ ଶୁଭ ସଂଖ୍ୟା ୧ ।

kanyaକନ୍ୟା : ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଶୁଭ ରଙ୍ଗ ଚକଲେଟ୍ ରଙ୍ଗ ଏବଂ ଶୁଭ ସଂଖ୍ୟା ୫ ।

tulaaତୁଳା : ବ୍ୟବସାୟରେ ସଫଳତା ପାଇବେ । ସ୍ବାସ୍ଥ୍ୟ ଜନିତ ସମସ୍ୟା ପାଇପାରନ୍ତି । ଶୁଭ ରଙ୍ଗ ବାଦାମୀ ଏବଂ ଶୁଭ ସଂଖ୍ୟା ୫ ।

bichhaବିଛା : ଶତ୍ରୁଜୟ ହେବ । ଆଣ୍ଠୁ ଜନିତ ସମସ୍ୟା ଭୋଗିପାରନ୍ତି । ଶୁଭ ରଙ୍ଗ ସିଲଭର୍ ରଙ୍ଗ ଏବଂ ଶୁଭ ସଂଖ୍ୟା ୧ ।

dhanuଧନୁ : ଘର, ଭୂମି କିମ୍ବା ଗାଡି କିଣିପାରନ୍ତି । ବନ୍ଧୁ ମିଳନ ହୋଇପାରେ । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୬ ।

makaraମକର : ପରକିୟା ପ୍ରୀତି ଥିଲେ ସାମ୍ନାକୁ ଆସିପାରେ । ସୁଖ ଚାଲିଯିବା ସହ କିଛି କଷ୍ଟ ଆଜି ପାଇପାରନ୍ତି । ଶୁଭ ରଙ୍ଗ ନୀଳ ଏବଂ ଶୁଭ ସଂଖ୍ୟା ୩ ।

kumbhaକୁମ୍ଭ : ପରିଶ୍ରମର ଫଳ ନିଶ୍ଚୟ ଆଜି ପାଇବେ । ଶୁଭ ରଙ୍ଗ କଳା ଏବଂ ଶୁଭ ୪ ।

minaମୀନ : ଗୁରୁଜନମାନଙ୍କ ସହ ଝଗଡା କରନ୍ତୁ ନାହିଁ । ଖାଦ୍ୟ କଷ୍ଟ ପାଇପାରନ୍ତି । ଶୁଭ ରଙ୍ଗ ହଳଦିଆ ଏବଂ ଶୁଭ ସଂଖ୍ୟା ୯ ।

Leave A Reply

Your email address will not be published.