ରାଶିଫଳ

ଆଜିର ରାଶିଫଳ: ମେଷଠାରୁ ମୀନ କେମିତି କଟିବ ଦିନ ଜାଣନ୍ତୁ

ମେଷ: ଆଜିର ଦିନ ବହୁତ ଭଲ ରହିବ। ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିବ। ଦୋକାନୀମାନଙ୍କୁ ଆଜି ଆଶାଠାରୁ ଅଧିକ ଲାଭ ମିଳିବ।

ବୃଷ: ଆଜିର ଦିନ ଉତ୍ତମ ରହିବ। ଆପଣଙ୍କୁ ପାରିବାରିକ ଦାୟିତ୍ୱ ମିଳିବାର ଅଛି। ଅଫିସ୍‌ରେ ଆରମ୍ଭ କରିଥିବା କାମ ଠିକ୍‌ ସମୟରେ ପୂରା ହେବ।

ମିଥୁନ: ଆଜିର ଦିନ ଭଲ। ଆଜି ଆପଣ ସବୁ ପ୍ରକାର ପରିସ୍ଥିତି ସହ ଲଢ଼ିବା ପାଇଁ ପ୍ରସ୍ତୁତ ରହିବେ। ପାରିବାରିକ ସମସ୍ୟା ଆଜି ସମାପ୍ତ ହେବ।

କର୍କଟ: ଆଜିର ଦିନ ବହୁତ ଭଲ ଦିନ ହେବାକୁ ଯାଉଛି। ଲେଣଦେଣ ମାମଲାରେ ଦୂରତା ବଜାୟ ରଖନ୍ତୁ। ଖର୍ଚ୍ଚ ବି ଆଜି ଅଧିକ ହୋଇପାରେ।

ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଅନୁକୂଳ। ବାପାଙ୍କ ସହିତ ଆପଣଙ୍କ ସମ୍ପର୍କ ଆହୁରି ଅଧିକ ମଜଭୁତ ହେବ। ପାରିବାରିକ ମାହୋଲ ସୁଖମୟ ରହିବ।

କନ୍ୟା: ଆଜି ଆପଣ ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାଇବେ। ଆପଣଙ୍କର କେହି ଖାସ୍‌ ବନ୍ଧୁ ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବେ।

ତୁଳା: ଆପଣଙ୍କୁ ଭାଗ୍ୟ ସାଥ୍‌ ଦେବ। କାର୍ଯ୍ୟକ୍ଷେତ୍ରରେ ଅଟକିଥିବା ସମସ୍ତ କାମ ସହଜରେ ପୂରା ହୋଇଯିବ। କାର୍ଯ୍ୟରେ ମାଆଙ୍କ ସହଯୋଗ ମିଳିବ।

ବିଛା: ଆଜିର ଦିନ ମିଶ୍ରିତ ରହିବ। ଅଯଥା କଥାବାର୍ତ୍ତାଠାରୁ ଦୂରେଇ ରୁହନ୍ତୁ। କୌଣସି ଜିନିଷକୁ ନେଇ ଆଜି ଆପଣ ବହୁତ ଉତ୍ସାହିତ ରହିବେ।

ଧନୁ: ଆପଣଙ୍କ ପାଇଁ ଆଜିର ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ। ବସ୍‌ ଆପଣଙ୍କଠାରୁ କିଛି ଆଶା ରଖିବେ। ସାଥୀଙ୍କ ସହ ସମୟ ବିତାଇବା ଦ୍ୱାରା ସମ୍ପର୍କ ମଧୁର ହେବ।

ମକର: ଆଜିର ଦିନଟି ଉତ୍ତମ। ଆଜି ଆପଣ ଯୋଜନା କରିବେ ଏବଂ ଏହାକୁ ଲାଗୁ ମଧ୍ୟ କରିବେ। ଚାକିରିଆଙ୍କ ପାଇଁ ଉନ୍ନତିର ନୂଆ ରାସ୍ତା ଖୋଲିବ।

କୁମ୍ଭ: ଆଜି ଆପଣଙ୍କ ଦିନ ଭଲ ହେବ। ଜୀବନସାଥୀଙ୍କଠାରୁ କିଛି ଭଲ ଖବର ଶୁଣିବେ। ଘରେ ଖୁସିର ମାହୋଲ ରହିବ। ସ୍ୱାସ୍ଥ୍ୟ ବହୁତ ଭଲ ରହିବ।

ମୀନ: ନିଜର ଭାବନା ସକାରାତ୍ମକ ରଖନ୍ତୁ ଏବଂ ଅଯଥା କଥାରେ ପଡ଼ନ୍ତୁ ନାହିଁ। ପରିଶ୍ରମ ଦ୍ୱାରା ଉଚିତ୍‌ ପରିଣାମ ମିଳିବ। ପୂରା ଦିନ ବ୍ୟସ୍ତ ରହିବେ।

Roshni

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

8 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

8 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

26 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

30 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

53 mins ago