ରାଶିଫଳ

କାହା ପାଇଁ କିପରି ରହିବ ଦିନ, ଜାଣନ୍ତୁ ଆଜି ଆପଣଙ୍କ ଭାଗ୍ୟଫଳ

ମେଷ: ଆଜିର ଦିନ ଭଲ ରହିବ। ପୂଜାପାଠ ପ୍ରତି ମନ ବଳିବ। ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରିପାଇବାର ସମ୍ଭାବନା ଅଛି।

ବୃଷ: ଆପଣଙ୍କ ପାଇଁ ଦିନଟି ଭଲରେ କଟିବ। ଘରେ ଖୁସିର ପରିବେଶ ରହିବ। ମା’ଙ୍କ ସମର୍ଥନ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ଦିନଟି ଠିକ୍‌ଠାକ୍‌ ରହିବ। ଅଫିସରେ ସିନିୟରମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। ଆଜି ଆପଣ ଅତ୍ୟଧିକ ଜିଦ୍ରୁ ଦୂରେଇ ରହିବା ଉଚିତ୍।

କର୍କଟ: ଆପଣଙ୍କର ପାଇଁ ଆଜି ଦିନଟି ସାଧାରଣ ରହିବ। ଆପଣ ଟିକିଏ ଭାବପ୍ରବଣ ହୋଇପାରନ୍ତି। ଆଜି ସ୍ୱାସ୍ଥ୍ୟ ଭଲ ରହିବ। ଆଶାଠାରୁ ଅଧିକ ଲାଭ ହେବ।

ସିଂହ: ଆଜି ଶୁଭ ସମାଚାର ପାଇବାର ସମ୍ଭାବନା ରହିଛି। ଜଣେ ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଜୀବନସାଥୀଙ୍କ ଉପରେ ବିଶ୍ୱାସ ରଖନ୍ତୁ, ସମ୍ପର୍କ ଦୃଢ଼ ହେବ।

କନ୍ୟା: ଆଜି ହଠାତ୍‌ ଆପଣଙ୍କୁ ଧନଲାଭ ହୋଇପାରେ। ଅନେକ ଯୋଜନା ଠିକ୍ ସମୟରେ ସମାପ୍ତ ହେବ। କର୍ମକ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇବେ।

ତୁଳା: ଆଜି ପରିବାରଠାରୁ ଅଳ୍ପ ସହାୟତା ପାଇବେ। ଘରର ପରିବେଶ ସୁଖଦ ରହିବ। ସମସ୍ତ ଅସୁବିଧା ଶୀଘ୍ର ଦୂର ହୋଇଯିବ।

ବିଛା: ନିଜ ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। କଳା ଏବଂ ସାହିତ୍ୟ ଲୋକଙ୍କ ପାଇଁ ଦିନଟି ଲାଭଦାୟକ ହେବ। କିଛି ସୁବର୍ଣ୍ଣ ସୁଯୋଗ ମିଳିପାରେ।

ଧନୁ: ଦିନଟି ଭଲରେ କଟିବ। ଅଫିସ୍‌ରେ କାମ ସମାପ୍ତ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ହେବେ। ଆଇନ ଛାତ୍ରମାନଙ୍କ ପାଇଁ ଆଜି ହେଉଛି ଏକ ଭଲ ଦିନ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ସବୁ ଭଲ ରହିବ।

ମକର: ଆଜି ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ଭଲ ହେବ। ମନ ଖୁସି ରହିବ। ଆପଣଙ୍କ ଚାରିପାଖରେ ଶାନ୍ତିର ପରିବେଶ ରହିବ।

କୁମ୍ଭ: ଆଜିର ଦିନ ଉତ୍ତମ ରହିବ। ଛାତ୍ରମାନଙ୍କୁ ବଡ଼ ଉପଲବ୍ଧି ମିଳିପାରେ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରିପାଇବେ। ନିୟମିତ କାର୍ଯ୍ୟରେ ମନ ଲାଗିବ।

ମୀନ: ଆଜି ଆପଣଙ୍କ ଟଙ୍କା କେଉଁଠି ଅଟକି ଯାଇପାରେ। ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ହଇରାଣ କରିପାରେ। ସାଥୀଙ୍କ ସହିତ ସମୟ ବିତାନ୍ତୁ। ଆର୍ଥିକ ଅବସ୍ଥା ଭଲ ରହିବ।

Roshni

Recent Posts

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

9 mins ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

1 hour ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

1 hour ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

2 hours ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

3 hours ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

4 hours ago