ଚିକେନ୍‌ ଖାଇବାର ଏହି ୫ଟି ଅଦ୍ଭୁତ ଫାଇଦା ବିଷୟରେ ଜାଣନ୍ତୁ

ଆମିଷ ଖାଉଥିବା ଅନେକ ଲୋକ ଚିକେନ୍‌ ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ୱାଦ ବ୍ୟତୀତ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ଲାଭ ମଧ୍ୟ ଏଥିରୁ ମିଳିଥାଏ। ଚିକେନ୍‌ ଏବେ ବି ଏକ ଉଚ୍ଚ ପୋଷକଯୁକ୍ତ ଖାଦ୍ୟ। ତେଣୁ ଯେକୌଣସି ଚିକେନ୍‌ ରେସିପି ହେଉ ନା କାହିଁକି, ଆମିଷପ୍ରିୟ ଲୋକଙ୍କୁ ଏହା ଖୁବ୍‌ ଭଲ ଲାଗିଥାଏ। ତେବେ ଆସନ୍ତୁ ଜାଣିବା, ଚିକେନ୍‌ ଖାଇବାରେ କ’ଣ କ’ଣ ଫାଇଦା ରହିଛି।

-ଚିକେନ୍‌ରେ ପ୍ରୋଟିନ୍‌ ଭରପୂର ରହିଛି, ଯାହାକି ଆମ ମାଂସପେଶୀକୁ ଶକ୍ତ ରଖିଥାଏ। ଚିକେନ୍‌ ଖାଇବା ସେହି ଲୋକଙ୍କ ପାଇଁ ଜରୁରୀ, ଯେଉଁମାନେ ସବଳ ବା ଶକ୍ତିବାନ୍‌ ହେବାକୁ ଚାହୁଁଛନ୍ତି।

-ଚିକେନକୁ ସବୁବେଳେ ସ୍ୱାସ୍ଥ୍ୟକର ଖାଦ୍ୟରେ ସାମିଲ କରାଯାଇଥାଏ। କାହିଁକି ନା, ଏହା ମୂଳ ରୂପରେ ପତଳା ମାଂସ ଅଟେ। ଏହାର ଅର୍ଥ ହେଉଛି, ଏଥିରେ ଅଧିକ ଫ୍ୟାଟ୍‌ ନାହିଁ। ତେଣୁ ନିୟମିତ ରୂପରେ ଚିକେନ୍‌ ଖାଇଲେ ଏକ ସୁସ୍ଥ ଉପାୟରେ ଓଜନ ହ୍ରାସ ହୋଇଥାଏ।

ଏହାସହ ପଢ଼ନ୍ତୁ: ଜାଣନ୍ତୁ ଅଦା ପାଣିର ଏହି ୫ଟି ଫାଇଦା

-ପ୍ରୋଟିନ୍‌ ଛଡ଼ା ଚିକେନ୍‌ରେ କ୍ୟାଲସିୟମ ଏବଂ ଫସଫରସ୍‌ ଭରପୂର ରହିଛି। ଏହି ଦୁଇଟି ଖଣିଜ ପଦାର୍ଥ ହାଡ଼କୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଖାଦ୍ୟରେ ଏହାକୁ ସାମିଲ କଲେ ଗଣ୍ଠିବାତରୁ ମଧ୍ୟ ମୁକ୍ତି ମିଳିଥାଏ।

-ଚିକେନରେ ଭିଟାବିନ୍‌ ବି୫ ରହିଛି, ଯାହା ଷ୍ଟ୍ରେସ୍‌ ବା ଚାପ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ମାଗ୍ନେସିୟମ୍‌ ମଧ୍ୟ ଭରପୂର ମାତ୍ରାରେ ରହିଛି। ଏହା ପିଏମଏସ୍‌ ଲକ୍ଷଣଠାରୁ ମୁକ୍ତି ଦେଇଥାଏ। ମୋଟାମୋଟି କହିବାକୁ ଗଲେ, ଚିକେନ୍‌ ଖାଇଲେ ଆପଣଙ୍କୁ ଚାପମୁକ୍ତ ଜୀବନ ଜିଇଁବାରେ ସାହଯ୍ୟ ମିଳିଥାଏ।

-କେବଳ ଏତିକି ନୁହେଁ, ଚିକେନ୍‌ ଶରୀରରେ ପ୍ରତିରକ୍ଷା କୋଶିକାଗୁଡ଼ିକୁ ବଢ଼େଇବାରେ ସହାୟକ ହୋଇଥାଏ। ଥଣ୍ଡା ସମୟରେ ଚିକେନ୍‌ ସୁପ ପିଇଲେ, ସର୍ଦିରୁ ମୁକ୍ତି ମିଳିଥାଏ। ସୁପ ରୂପରେ ଚିକେନ୍‌ ଖାଇଲେ ଏହା ସଂକ୍ରମଣକୁ ରୋକିଥାଏ।

Roshni

Recent Posts

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

18 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

23 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

24 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

30 mins ago

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

47 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

52 mins ago