ଲାଇଫ୍ ଷ୍ଟାଇଲ୍

ଲବଙ୍ଗର ଅଧିକ ସେବନ ଶରୀର ପାଇଁ ହୋଇପାରେ କ୍ଷତିକାରକ, ଜାଣନ୍ତୁ

ଶରୀରକୁ ସୁସ୍ଥ ରଖିବା ସହ ଶରୀରିକ ସମସ୍ୟାର ସମାଧାନ ପ।।ଇଁ ଘରୋଇ ଉପଚାର ହୋଇଥାଏ ସବୁଠୁ ବେଷ୍ଟ । ଗୋଟା ମସଲାକୁ ଭାରତରେ ବହୁଳ ଭାବେ ବ୍ୟବହାର କରାଯାଏ । ଖାଦ୍ୟଠୁ ଆରମ୍ଭ କରି ଶାରୀରିକ ସମସ୍ୟା ସମାଧାନ ପାଇଁ  ଆମେ ଏହାକୁ ସେବନ କରିଥାଉ । ତେବେ  ଆପଣ ଜାଣିଛନ୍ତି କି ଏହାର ଅଧିକ ସେବନ ଦ୍ୱାରା ଶରୀର ଉପରେ ଏହା ଖରାପ ପ୍ରଭାବ ପକାଇଥାଏ । ଚାଲନ୍ତୁ ଜାଣିବା ସେ ସଂପର୍କରେ..

– ଏହାର ଅଧିକ ସେବନ ଦ୍ୱାରା ଅନ୍ତନାଡୀ ଉପରେ ଏହାର ଖରାପ ପ୍ରଭାବ ପଡେ ।

– ଏହା ଦ୍ୱାରା ଶରୀରରେ ଜ୍ୱଳନ ସମସ୍ୟା ଦେଖାଯାଏ ।

– ରକ୍ତ ପତଳା ହୋଇଯାଏ ।

– ଏହାଦ୍ୱାରା ଆଲର୍ଜି ହେବାର ସମ୍ଭାବନା ରହିଥାଏ ।

– ଏହାକୁ ଅଧିକ ଖାଇଲେ ଏହା ଶରୀରକୁ ଗରମ କରିଦିଏ । ଫଳରେ ମୁହଁରେ ସମସ୍ୟା ଦେଖାଯାଏ ।

ତେବେ ଲବଙ୍ଗ ଶରୀର ପାଇଁ ହୋଇଥାଏ ବେଶ ଲାଭଦାୟକ । ଏହାକୁ ତେଲ ବା  ଆଣ୍ଟିସେପ୍ଟିକ ରୂପରେ  ବ୍ୟବହାର କରାଯାଏ । ଚାଲନ୍ତୁ ଜାଣିବା ଏହାର ଫାଇଦା ସଂପର୍କରେ..

pc: medlife

– ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଲେ ଏହାର ବ୍ୟବହାର ଔଷଧ ରୂପେ କରାଯାଏ । ତେଣୁ ଲବଙ୍ଗ ଥିବା ପେଷ୍ଟକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଏ ।

– କାଶ ଓ ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ଏହାକୁ ସେବନ କରିବା ଉଚିତ ।

– ଏହା ଶରୀରରେ ଥଣ୍ଡାକୁ କମାଇଥାଏ । ମହୁ ସହିତ ଏହାକୁ ଆପଣ ଖାଇପାରିବେ ।

– ଲୋକଙ୍କ ଷ୍ଟ୍ରେସ କମାଇବାରେ ଏହା ସାହାଯ୍ୟ କରିଥାଏ । ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରିଥାଏ ।

– ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago