ଲାଇଫ୍ ଷ୍ଟାଇଲ୍

ରାତିରେ ଶୋଇବା ପୂର୍ବରୁ ପାଦ ତଳେ ଘିଅ ଭଲଭାବେ ମାଲିସ କରନ୍ତୁ, ଆଉ ବାତ ଦୋଷରୁ ମିଳିବ ମୁକ୍ତି

ଆୟୁର୍ବେଦରେ ଘିଅ ଖାଇବା ଶରୀର ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। ଘିଅ ଖାଇବା ଶରୀର ପାଇଁ ଲାଭଦାୟକ। ଘିଅ ଖାଇବା ଦ୍ବାରା ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ଯ ଭଲ ରହିଥାଏ। ଆୟୁର୍ବେଦ ଅନୁସାରେ ଘିଅରେ ଔଷଧୀୟ ଗୁଣର ଭଣ୍ଡାର ରହିଥାଏ। ରାତିରେ ଶୋଇବା ପୂର୍ବରୁ ପାଦ ତଳେ ଘିଅ ମାଲିସ କରିବା ଫାଇଦାଯୁକ୍ତ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…

ତେଣୁ ପାଦରେ ଘିଅ ଘଷିବା ପୂର୍ବରୁ ଏହାକୁ ହାଲକା ଭାବେ ଉଷୁମ କରିଦିଅନ୍ତୁ। ଶୋଇବା ପୂର୍ବରୁ ଘିଅକୁ ହାଲକା ଭାବେ ଗରମ କରି ପାଦ ତଳେ ମାଲିସ କରନ୍ତୁ।

ଏମିତି କରିବା ଦ୍ବାରା ଗଣ୍ଠି ଯନ୍ତ୍ରଣା ଦୂର ହେବା ସହିତ ଘୁଙ୍ଘୁଡି ମାରିବା ସମସ୍ଯା ମଧ୍ୟ ଦୂର ହୋଇଥାଏ। ରାତିରେ ବାରମ୍ବାର ବାରମ୍ବାର ନିଦ ଭାଙ୍ଗିବା ସମସ୍ଯାରୁ ମଧ୍ୟ ମୁକ୍ତି ମିଳିଥାଏ।

ପାଚନ ଜନିତ ସମସ୍ଯା, ହାକୁଟି ମାରିବା ସମସ୍ଯା କୋଷ୍ଠକାଠିନ୍ଯ ସମସ୍ଯା ମଧ୍ୟ ଦୂର ହୁଏ।

ପାଦ ତଳେ ଘିଅ ମାଲିସ କରିବା ଦ୍ବାରା ବାତଦୋଷ କମ୍ ହୋଇଥାଏ ଏବଂ ବ୍ଲୋଟିଂ ସମସ୍ଯା ମଧ୍ୟ ଦୂର ହୁଏ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

6 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

9 hours ago