ଲାଇଫ୍ ଷ୍ଟାଇଲ୍

କେସରର ମୂଲ୍ୟ ନୁହେଁ ବରଂ ଏବେ ଏହିସବୁ ଲାଭ ଉପରେ ଧ୍ୟାନ ଦିଅନ୍ତୁ

କେସର ଏକ ବହୁତ ମୂଲ୍ୟବାନ ଜିନିଷ । ଅତ୍ୟଧିକ ମୂଲ୍ୟ କାରଣରୁ ଆମେ ଏହାକୁ କିଣିନଥାଉ । କିନ୍ତୁ ଏହା ପ୍ରକୃତିର ଏକ ଏପରି ଭଣ୍ଡାର, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ବୋଲି ବିବେଚନା କରାଯାଏ । ପ୍ରଥମରେ ଇରାନରେ କେଶରର ସର୍ବାଧିକ ଚାଷ କରାଯାଏ । ଦ୍ୱିତୀୟରେ ଆଫଗାନିସ୍ତାନ ଏବଂ ଭାରତର କାଶ୍ମୀରରୁ ଏହି କେସର ମିଳିଥାଏ । କେସର ଖାଇବା ଦ୍ୱାରା ଶରୀର ଗରମ ରହିଥାଏ । ଏହାକୁ ପ୍ରାୟତଃ କ୍ଷୀର ସହ ମିଶାଇ ପିଆଯାଏ । ଯଦି ଆପଣ ଏହାକୁ ଖାଆନ୍ତି, ତେବେ ଏହା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା କେସରର ଉପକାରିତା ବିଷୟରେ…

-କେସରରେ ଆଣ୍ଟିଅକ୍ସିଡାଣ୍ଟସ୍‌ ଥାଏ ଯାହା ରେଟିନାର ରକ୍ଷା କରିଥାଏ ଏବଂ ଆଖିର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା ମେକ୍ୟୁଲାର ଡିଜେନେରେସନ୍‌ ଏବଂ ମୋତିଆବିନ୍ଦୁ ଭଳି ଆଖି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

-କେସର ସାହାଯ୍ୟରେ ସ୍ମୃତିଶକ୍ତିର ଉନ୍ନତି ହୋଇଥାଏ । ଯେଉଁ ଲୋକମାନେ ଅନେକ ସମୟରେ ବହୁତ ଜିନିଷ ଭୁଲିଯାଆନ୍ତି ସେମାନଙ୍କୁ କେଶର ନିଶ୍ଚୟ ଖାଇବା ଉଚିତ୍‌ । ବୟସ ବଢିବା ସହିତ ଅନେକ ଲୋକ ଆଲ୍ଜଇମର୍‌ ରୋଗରେ ଆକ୍ରାନ୍ତ ହୁଅନ୍ତି, ଏହି ରୋରରୁ ରକ୍ଷା ପାଇବା ପାଇଁ ଆପଣ କେଶର ଖାଇପାରିବେ ।

-କେସରରେ ଅନେକ ଏପରି ଉତ୍ପାଦନ ଥାଏ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇଥାଏ । ଏଥିରେ ଭିଟାମିନ C ଏବଂ ଆଣ୍ଟିଅକ୍ସିଡାଣ୍ଟସ୍‌ ରହିଛି । ଯାହା ସାଧାରଣ ଭାଇରାଲ ରୋଗ ଯେପରି ଥଣ୍ଡା, କାଶ, ଜ୍ୱର ଏବଂ ଫ୍ଲ୍ୟୁ ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ଦୁନିଆର ଅନେକ ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି ଯେ କେସର ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟୀ ହୋଇପାରେ । ଏହା ରକ୍ତରେ ବ୍ଲଡ୍‌ ସୁଗାର ଲେବଲ୍‌ ଏବଂ ଇନସୁଲିନ୍‌ ସେନ୍‌ସେଟିଭିଟି ବଢାଇ ଥାଏ ।

କେସରରେ ଏପରି ଉତ୍ପାଦନ ଥାଏ ଯାହା ସେରୋଟୋନିନ୍‌ ଭଳି ନ୍ୟୁରେଟ୍ରାନ୍ସମିଟରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ମନ ଭଲ ରହିବା ସହ ଡିପ୍ରେସନ୍‌ ରୁ ମୁକ୍ତି ମିଳିଥାଏ ।

KNews Bureau

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 seconds ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

34 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

36 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago