କଣ ଆପଣ ଜାଣିଛନ୍ତି ଯଦି ଆପଣ କେବଳ ପିଠି ପଟିଆ ଶୋଉଥିବେ ତାହେଲେ ଆପଣଙ୍କ ଶରୀରର ୫ଟି ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରିବ। ତାହେଲେ ଆସନ୍ତୁ ଜାଣିବା ପିଠି ପଟିଆ ବା ଚିତ୍ ହୋଇ ଶୋଇବାର ଫାଇଦା କଣ।
ପିଠି ପଟିଆ ବା ଚିତ୍ ହୋଇ ଶୋଇବା ଦ୍ୱାରା ଏହା କମରର ଆଧାର ଦେଇଥାଏ। ଯେଉଁ କାରଣରୁ କମର ଯନ୍ତ୍ରଣା ହୋଇନଥାଏ ଏବଂ ଯଦି ବି ହେଉଥାଏ ତାହେଲେ ଏପରି ଶୋଇବା ଦ୍ୱାରା କମର ଯନ୍ତ୍ରଣା ବହୁତ ମାତ୍ରାରେ କମିଯାଇଥାଏ।
ପିଠି ପଟିଆ ବା ଚିତ୍ ହୋଇ ଶୋଇବା ଦ୍ୱାରା ଆପଣଙ୍କ ବେକକୁ ବି ଠିକ ଭାବରେ ତକିଆର ସପୋର୍ଟ ମିଳିଥାଏ। ଯେଉଁ କାରଣରୁ ପେଟରେ ଅମ୍ଳ କ୍ଷରଣ ହୋଇନଥାଏ ଏବଂ ତାହା କମ୍ ମଧ୍ୟ ହୋଇଥାଏ।
ଯେତେବେଳେ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ବେଢ଼ଙ୍ଗ ଏବଂ ଭୁଲ ତରିକାରେ ଶୋଇବେ ଏହା ଶରୀରକୁ ପ୍ରଭାବ ପକାଇଥାଏ। ତେବେ ପିଠି ପଟ ବା ଚିତ୍ ହୋଇ ଶୋଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ବିକାଶ କରିଥାଏ।
ଟି୨୦ ବିଶ୍ୱକପ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ୪ ଦିନ ପରେ ଆରମ୍ଭ ହେବ ଟି୨୦ ବିଶ୍ୱକପ…
ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…
ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…
ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…
ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…
ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…