Below header

ପିଠି ପଟିଆ ବା ଚିତ୍‌ ହୋଇ ଶୋଇଲେ ଭଲ ହୋଇଥାଏ ଏହି ୫ ସ୍ୱାସ୍ଥ୍ୟଗତ ସମସ୍ୟା, ଥରେ ପଢ଼ନ୍ତୁ ନିଶ୍ଚୟ

କଣ ଆପଣ ଜାଣିଛନ୍ତି ଯଦି ଆପଣ କେବଳ ପିଠି ପଟିଆ ଶୋଉଥିବେ ତାହେଲେ ଆପଣଙ୍କ ଶରୀରର ୫ଟି ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରିବ। ତାହେଲେ ଆସନ୍ତୁ ଜାଣିବା ପିଠି ପଟିଆ ବା ଚିତ୍‌ ହୋଇ ଶୋଇବାର ଫାଇଦା କଣ।

ପିଠି ପଟିଆ ବା ଚିତ୍‌ ହୋଇ ଶୋଇବା ଦ୍ୱାରା ଏହା କମରର ଆଧାର ଦେଇଥାଏ। ଯେଉଁ କାରଣରୁ କମର ଯନ୍ତ୍ରଣା ହୋଇନଥାଏ ଏବଂ ଯଦି ବି ହେଉଥାଏ ତାହେଲେ ଏପରି ଶୋଇବା ଦ୍ୱାରା କମର ଯନ୍ତ୍ରଣା ବହୁତ ମାତ୍ରାରେ କମିଯାଇଥାଏ।

ପିଠି ପଟିଆ ବା ଚିତ୍‌ ହୋଇ ଶୋଇବା ଦ୍ୱାରା ଆପଣଙ୍କ ବେକକୁ ବି ଠିକ ଭାବରେ ତକିଆର ସପୋର୍ଟ ମିଳିଥାଏ। ଯେଉଁ କାରଣରୁ ପେଟରେ ଅମ୍ଳ କ୍ଷରଣ ହୋଇନଥାଏ ଏବଂ ତାହା କମ୍‌ ମଧ୍ୟ ହୋଇଥାଏ।

sleepଆପଣ ପିଠି ପଟିଆ ବା ଚିତ୍‌ ହୋଇ ଶୋଇବା ବଦଳରେ ଭୁଲ ତରିକାରେ ଶୋଇବା ଦ୍ୱାରା ଆପଣଙ୍କ ମୁହଁ ତାର ଅନୁରୂପ ଅବସ୍ଥାରେ ରହିଥାଏ। ଯାହାଦ୍ୱାରା ମୁହଁରେ ଚାପ ପଡିବା ଦ୍ୱାରା ଚର୍ମ କୁଞ୍ଚନ ହୋଇଥାଏ।। ଖାସ୍‌ କରି ଅଧିକ ଦିନ ଧରି ଏମିତି ହେବା ଦ୍ୱାରା ମୁହଁରେ କୁଞ୍ଚନ ପଡିବା ବଢ଼ିଯାଇଥାଏ।

ଯେତେବେଳେ ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ବେଢ଼ଙ୍ଗ ଏବଂ ଭୁଲ ତରିକାରେ ଶୋଇବେ ଏହା ଶରୀରକୁ ପ୍ରଭାବ ପକାଇଥାଏ। ତେବେ ପିଠି ପଟ ବା ଚିତ୍‌ ହୋଇ ଶୋଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ବିକାଶ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.