ଜନ୍ମ ତାରିଖରୁ ଜାଣନ୍ତୁ, ଆପଣଙ୍କର ଲଭ୍ ମ୍ୟାରେଜ୍ ହେବ ନା ଆରେଞ୍ଜ ମ୍ୟାରେଜ୍

ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ପୁଅ-ଝିଅ ମାନଙ୍କ ମଧ୍ୟରେ ସର୍ବପ୍ରଥମେ ଏହି ପ୍ରଶ୍ନ ଆସିଥାଏ ଯେ ତାଙ୍କର ଆରେଞ୍ଜ ମ୍ୟାରେଜ କିମ୍ବା ଲଭ୍ ମ୍ୟାରେଜ୍ ହେବ। ଯଦି ଆପଣ ମଧ୍ୟ ଏହି ପ୍ରଶ୍ନରେ ଦ୍ବନ୍ଦରେ ଅଛନ୍ତି ତେବେ ଆପଣ ନିଜର ଜନ୍ମ ତାରିଖ ଦ୍ବାରା ଏହି ଦ୍ବନ୍ଦର ସମାଧାନ ପାଇପାରିବେ। ଏଥିରୁ ଆପଣ ଜାଣିପାରିବେ ଯେ କେଉଁ ପ୍ରକାରର ବିବାହ କରିବେ।

ମୂଲ୍ୟାଙ୍କ ୧

ଯେଉଁ ଲୋକଙ୍କର ଜନ୍ମ କୌଣସି ବି ମାସରେ ୧,୧୦,୧୯,୨୮ ତାରିଖ ହୋଇଥାଏ। ଏହି ମୂଲ୍ୟାଙ୍କ ବିଶିଷ୍ଟ ଲୋକଙ୍କର ସ୍ବଭାବ ସର୍ବଦା ଲାଜକୁଳା ହୋଇଥାଏ। ଏମିତି ସ୍ବଭାବର ଲୋକମାନେ ନିଜ ଆଡୁ କେବେବି ନିଜର ପ୍ରେମକୁ ପ୍ରକାଶ କରନ୍ତି ନାହିଁ। ଯେଉଁ କାରଣରୁ ଏମାନଙ୍କର ଲଭ୍ ମ୍ୟାରେଜ୍ ହେବାରେ ସମସ୍ୟା ହୋଇଥାଏ। ଏହି ଅଙ୍କ ସୂର‌୍ୟ୍ୟଙ୍କର ପ୍ରତୀକ ଅଟେ।

ମୂଲ୍ୟାଙ୍କ ୨

ଯେଉଁ ଲୋକ କୌଣସି ବି ମାସରେ ୨,୧୧,୨୦ ଏବଂ ୨୯ ତାରିଖରେ ଜନ୍ମ ହୋଇଛନ୍ତି ତାଙ୍କର ମୂଲ୍ୟାଙ୍କ ୨ ହୋଇଥାଏ। ଏହି ଲୋକମାନେ ବହୁତ ବୁଝି ବିଚାରି ପ୍ରେମ କରିଥାନ୍ତି। ପ୍ରେମରେ ପଡିବା ପରେ ଏମାନେ କେବେବି ପଛକୁ ଫେରନ୍ତି ନାହିଁ।

ମୂଲ୍ୟାଙ୍କ ୩

ଯେଉଁ ଲୋକ କୌଣସି ବି ମାସରେ ୩,୧୨,୨୧ ଏବଂ ୩୦ ତାରିଖରେ ଜନ୍ମ ହୋଇଛନ୍ତି ତାଙ୍କ ମୂଲ୍ୟାଙ୍କ ୩ ହୋଇଥାଏ। ଏହି ଅଙ୍କର ବ୍ୟକ୍ତି ପ୍ରେମ ବିବାହରେ ବହୁତ ସଫଳତା ପାଇଥାନ୍ତି।

ମୂଲ୍ୟାଙ୍କ ୪

ଏହି ମୂଲ୍ୟାଙ୍କର ବ୍ୟକ୍ତି ପ୍ରେମକୁ କେବେବି ବିଶ୍ବାସ କରନ୍ତି ନାହିଁ। ଏମିତି ବ୍ୟକ୍ତି ମାନେ ଏକାଧିକ ପ୍ରେମ ସମ୍ପର୍କ ରଖିଥାନ୍ତି। ଏଥିପାଇଁ ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇନଥାନ୍ତି।

ମୂଲ୍ୟାଙ୍କ ୫

ଯେଉଁ ଲୋକମାନେ ୫,୧୪ ଏବଂ ୨୩ ତାରିଖରେ ଜନ୍ମ ହୋଇଥାନ୍ତି ତାଙ୍କର ମୂଲ୍ୟାଙ୍କ ୫ ହୋଇଥାଏ। ଏମିତି ବ୍ୟକ୍ତିମାନେ ପାରମ୍ପରିକ ସମ୍ପର୍କରେ ବିଶ୍ବାସ ରଖିଥାନ୍ତି। ଏମାନେ ପରିବାରର ସହମତିରେ ବିବାହ କରିଥାନ୍ତି।

Pritiparna

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

28 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago