ଲାଇଫ୍ ଷ୍ଟାଇଲ୍

ମାନସିକ ଚିନ୍ତା ଦୂର କରିବ ଡାର୍କ ଚକୋଲେଟ୍‌ ସ୍ମୁଦି, ୫ ମିନିଟ୍‌ରେ ଏମିତି କରନ୍ତୁ ପ୍ରସ୍ତୁତ

ଛୋଟ ପିଲାମାନେ ଚକୋଲେଟ୍‌ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। ଖାସ୍‌ କରି କିଛି ପିଲାଙ୍କୁ ଡାର୍କ ଚକୋଲେଟ୍‌ ଖୁବ୍‌ ଭଲ ଲାଗେ। ଏକ୍ସପର୍ଟଙ୍କ ମୁତାବକ, ଡାର୍କ ଚକୋଲେଟ୍‌ରେ ପୋଟାସିୟମ୍‌, ଜିଙ୍କ, ସେଲେନିୟମ୍‌, ଆଇରନ୍‌ ଓ ଫସ୍‌ଫରସ୍‌ ଆଦି ପ୍ରଚୁର ପରିମାଣରେ ରହିଥାଏ। ଏହା ମାନସିକ ଚିନ୍ତା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଯଦି ଆପଣଙ୍କୁ ଡାର୍କ ଚକୋଲେଟ୍‌ର ସ୍ୱାଦ ପସନ୍ଦ ନୁହେଁ ତେବେ ଆପଣ ଏହାକୁ ସ୍ମୁଦି ଭାବେ ତିଆରି କରି ମଧ୍ୟ ପିଇପାରିବେ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ଉପକରଣ:

୬-୮ କ୍ୟୁବ୍‌ ଡାର୍କ ଚକୋଲେଟ୍‌
୧ ବଡ଼ ଚାମଚ କୋକୋଆ ପାଉଡର
ଅଧ ଲିଟର କ୍ଷୀର
୨ ଛୋଟ ଚାମଚ ମହୁ
୪-୬ ବରଫ ଖଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗ୍ରାଣ୍ଡିଂ ଜାରରେ ଚକୋଲେଟ୍‌, କୋକୋଆ, କ୍ଷୀର ଓ ବରଫ ଖଣ୍ଡକୁ ଗ୍ରାଇଣ୍ଡିଂ କରିନିଅନ୍ତୁ। ଏବେ ଏହି ସ୍ମୁଦିକୁ ଗ୍ଲାସ୍‌କୁ କାଢ଼ି ସେଥିରେ ମହୁ ମିଶାନ୍ତୁ। ଏବେ ଏହାକୁ ଚାମଚରେ ଗୋଳାଇ ଦେଇ ଉପରେ ବରଫ ଖଣ୍ଡ ପକାଇ ସର୍ଭ କରନ୍ତୁ ଡାର୍କ ଚକୋଲେଟ୍‌ ସ୍ମୁଦି। ଆପଣ ଚାହିଁଲେ ଉପରେ କିଛି ଚକୋଲେଟ୍‌ ପାଉଡର ବି ପକାଇ ସଜାଇ ପାରିବେ।

WCW 11

Recent Posts

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

19 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

40 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

51 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

9 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

12 hours ago