ଲାଇଫ୍ ଷ୍ଟାଇଲ୍

ରାତିରେ ଶୋଇବା ପୂର୍ବରୁ ନିଜ ରୋଷେଇ ଘରେ ରଖନ୍ତୁ ଏହି ସବୁ ଜିନିଷ, କିଛି ଦିନ ଭିତରେ ଚମକି ଉଠିବ ଆପଣଙ୍କ ଭାଗ୍ୟ

ଅନେକ ସମୟରେ ଅଜାଣତରେ ଆମେ ଏମିତି କିଛି କାମ କରିବସୁ ଯାହା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ ଆମେ ଏମିତି କିଛି ଛୋଟ ମୋଟ ଭୁଲ ବି କରିଥାଉ ଯାହାର ପ୍ରଭାବରେ ଆମ ବ୍ୟକ୍ତିଗତ ଜୀବନରେ କୁପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ସାହାଯ୍ୟରେ ଆପଣ ନିଜ ଜୀବନ ତଥା ସମୟରେ ଦ୍ରୁତ ପରିବର୍ତ୍ତନ ଆଣି ପାରିବେ । ତେବେ ଆସନ୍ତୁ ଜାଣିବା ସେବିଷୟରେ:

-ସୂର୍ଯ୍ୟାସ୍ଥ ପରେ କେବେ ବି କାହାକୁ ଧଳା ଜିନିଷ ଯେମିତିକି କ୍ଷୀର,ଦହି, ଲୁଣ, ଧଳା କପଡା ଆଦି ଦାନ କରିବେ ନାହିଁ । ବାସ୍ତୁ ଅନୁଯାୟୀ ଏହା ଖୁବ ଅଶୁଭ । ଏମିତି ଅଭ୍ୟାସ ରଖିଲେ ମନୁଷ୍ୟକୁ କୌଣସି କାମରେ ସିଦ୍ଧି ପ୍ରାପ୍ତ ହୋଇନଥାଏ ।

– ରାତିରେ ରୋଷେଇ ଘର ସଫା କରିବା ପରେ ଗୋଟେ ବାଲ୍ଟି ପାଣି ଭରି କରି ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ଖାଲି ବାଲ୍ଟି ଦେଖିବା ଖୁବ ଅଶୁଭ ହୋଇଥାଏ ।

– ଶୋଇବା ପୂର୍ବରୁ ମହିଳା ମାନେ କଦାପି ନିଜ କେଶ ଧୋଇବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଖରାପ ଶକ୍ତି ଗୁଡିକର ପ୍ରଭାବ ଶରୀର ଉପରେ ପଡିଥାଏ ବୋଲି ବିଶ୍ୱାସ କରାଯାଏ ।

– ନିଜ ଘର ପରିବାର ଉପରେ ଶୁଭ ଶକ୍ତିର ପ୍ରଭାବ ପକାଇବା ପାଇଁ ସପ୍ତାହକୁ ଥରେ ଏକ ଖବର କାଗଜରେ କିଛି ସୈନ୍ଧର୍ବ ଲବଣ ରଖି ଘରର ଏକ କୋଣରେ ରଖି ଦିଅନ୍ତୁ । ପରଦିନ ସକାଳେ ଉଠି ସେହି ଲୁଣକୁ ପାଣିରେ ଭସେଇ ଦିଅନ୍ତୁ ।

– ଘରେ ସୁଖ ଶାନ୍ତିର ବାତାବରଣ ବନେଇ ରଖିବା ପାଇଁ ଘରର ମୁଖ୍ୟ ଦ୍ୱାରା ସର୍ବଦା ସଫାସୁତରା ରଖିବା ଉଚିତ । ସପ୍ତାହକୁ ଥରେ ଘରର ମୁଖ୍ୟ ଦ୍ୱାରରେ ନିଶ୍ଚିତ ରୂପେ ଗଙ୍ଗା ଜଳ ଛିଞ୍ଚନ୍ତୁ ।

-ଘରର ଦକ୍ଷିଣ କୋଣ ସବୁବେଳେ ଖାଲି ରଖିବା ଉଚିତ । ଏମିତି କରିବା ଦ୍ୱାରା ଘର ଭିତରେ ପିଲାଙ୍କ ପାଠପଢା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ । ପିଲା ବି ପାଠ ପ୍ରତି ବିଶେଷ ଆଗ୍ରହ ଦେଖେଇଥାନ୍ତି ।

KNews Bureau

Recent Posts

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

58 mins ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

1 hour ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

1 hour ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

2 hours ago

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

3 hours ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

3 hours ago