ଲାଇଫ୍ ଷ୍ଟାଇଲ୍

ଭାଗ୍ୟ ବଦଳାଇଦେବ ଶୁଖିଲା ଲାଲ ଲଙ୍କା, ଏହି ଉପାୟ କରି ପାଆନ୍ତୁ ମନଲାଖି ଫଳ

ଆପଣ ତ ଜାଣିଥିବେ ଲାଲ୍ ଲଙ୍କାକୁ ନଜର ଦୋଷ ଦୂର କରିବା ପାଇଁ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଏହାର ଆଉ ଏକ ଖାସିୟତ୍ ବିଷୟରେ ଜାଣନ୍ତି । ଏହାଦ୍ୱାରା ଘରେ ସୁଖ-ସମୃଦ୍ଧିକୁ ମଧ୍ୟ ବୃଦ୍ଧି କରାଯାଇପାରିବ। ଆଜି ଆମେ ଆପଣଙ୍କ ପାଖକୁ ଶୁଖିଲା ଲାଲ୍ ଲଙ୍କାର କିଛି ପ୍ରଭାବଶାଳୀ ଉପାୟ ନେଇ ଆସିଛୁ। ଆସନ୍ତୁ ଜାଣିବା କ’ଣ ସେହି ଉପାୟ।

ଯଦି ଆପଣ ଚାହୁଁଛନ୍ତି ଘରେ ସବୁବେଳେ ଧନ-ସମ୍ପତ୍ତି ଭରିରହୁ, ତାହେଲେ ଲାଲ ରଙ୍ଗର ଏକ ରୁମାଲ ନିଅନ୍ତୁ। ଏଥିରେ ୭ଟି ଲାଲ ଲଙ୍କା ରଖନ୍ତୁ। ଏବେ ଏହି ରୁମାଲକୁ ପୋଟଳି ଭଳି ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଘରେ ଧନର ଅଭାବ ରହିବନାହିଁ।

ଯଦି ଆପଣଙ୍କ ଘରେ କେହି ରୋଗରେ ପଡିଛନ୍ତି, ତାହେଲେ ସାତଟି ଲାଲ ଲଙ୍କା, ଅଳ୍ପ ରାଶି ଏବଂ ସାତଟି ଜାଇଫଳ ଏବଂ ଫିଟିକିରି ର ସାତଟି ଖଣ୍ଡକୁ ଏକ ଲାଲ କପଡାରେ ବାନ୍ଧି ରଖିଦିଅନ୍ତୁ। ଏହି ପୋଟଳିକୁ ନେଇ ରୋଗୀଙ୍କ ପାଖରେ ରଖନ୍ତୁ। ଏହି ପ୍ରକ୍ରିୟା ଆପଣଙ୍କୁ ଶୁକ୍ରବାର ଦିନ ହିଁ କରିବାକୁ ହେବ।

ରୋଗୀଙ୍କ ପାଖରେ ରଖିଥିବା ଏହି ପୋଟଳୀକୁ ନେଇ ପରଦିନ ଅର୍ଥାତ୍ ଶନିବାର ଦିନ ସକାଳେ ଅଶ୍ୱସ୍ତ ଗଛ ପାଖରେ ରଖିଦିଅନ୍ତୁ। ଏହି ସମୟରେ ଭଗବାନଙ୍କ ନିକଟରେ ରୋଗୀଙ୍କ ପାଇଁ ଜଲଦି ସୁସ୍ଥ ହେବାକୁ କାମନା କରନ୍ତୁ।

ଯଦି ଆପଣଙ୍କ ବେପାର ମାନ୍ଦା ଚାଲୁଛି, ଦୋକାନରେ ଗ୍ରାହକ ଆସୁନାହାଁନ୍ତି କିମ୍ବା କୌଣସି ଅନ୍ୟ ସମସ୍ୟା ଅଛି ତାହେଲେ ତିନୋଟି ମାଟି ଦୀପରେ ହଳଦିଆ ସୋରିଷ ଦାନା, ରାଶି, ସୈନ୍ଧବ ଲୁଣ ଏବଂ ଲାଲ ଲଙ୍କା ରଖିଦିଅନ୍ତୁ। ଏହି ଦୀପକୁ ବେପାର ସ୍ଥାନ ଏବଂ ଦୋକାନରେ ରଖନ୍ତୁ। ଏହାଦ୍ୱାରା ବେପାରରେ ବୃଦ୍ଧି ହେବ ଏବଂ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢ଼ିବ।

ଯଦି ଆପଣଙ୍କ କାମରେ ବାଧା ଉପୁଜୁଛି, ତାହେଲେ ଏକ ଲାଲ ଲଙ୍କାର ୨୧ଟି ଦାନା ନେଇ ଏକ ଲୋଟା କିମ୍ବା ଜଗରେ ରଖି ପାଣି ଭରି ରଖିଦିଅନ୍ତୁ। ଏବେ ଏହି ପାଣିକୁ ନିଜ ଉପରେ ସାତ ଥର ବୁଲାଇ ଘର ବାହାରକୁ ଫୋପାଡି ଦିଅନ୍ତୁ। ଏମିତି କରିବା ଦ୍ୱାରା ସମସ୍ୟା ତୁରନ୍ତ ଦୂର ହୋଇଯିବ।

ଯଦି ଘରେ କୌଣସି ଶିଶୁଙ୍କୁ କିମ୍ବା ଅନ୍ୟ ସଦସ୍ୟଙ୍କୁ ନଜର ଲାଗିଥାଏ ଏବଂ ଯେତେ ବି ମେଡିସନ୍ ଖାଇଲେ ଭଲ ହେଉନି । ତା’ହେଲେ ସାତଟି ଲାଲ ଲଙ୍କାକୁ ଲୁଣ ଏବଂ ହଳଦିଆ ସୋରିଷକୁ ନେଇ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ସାତ ଥର ବୁଲାଇ ଦିଅନ୍ତୁ। ଏହାପରେ ଏହାକୁ ନେଇ ଜଳାଇ ଦିଅନ୍ତୁ। ଏପରି କଲେ ନଜର ଦୋଷ ଦୂର ହୋଇଯାଏ।

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

6 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

15 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

49 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

57 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago