ଲଙ୍କାଗୁଣ୍ଡ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇଥାଏ କିନ୍ତୁ ସ୍ୱାସ୍ଥ୍ୟ କଥା ଉଠିଲେ ଲୋକମାନେ ଏଥିରୁ ଦୂରେଇ ରହିଥାନ୍ତି। ଏକ ରିସର୍ଚ୍ଚ ମୁତାବିକ ଲଙ୍କାଗୁଣ୍ଡ ଆପଣଙ୍କ ବୟସ କମାଇ ନଥାଏ ବରଂ ବଢାଇଥାଏ। ଆଜ୍ଞା ହଁ ଏହି କଥା ବିଲକୁଲ୍ ସତ। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଉଥିବା ଲୋକମାନେ ଏହିକଥା ଶୁଣିବା ପରେ ନିଶ୍ଚିନ୍ତ ମନେ ମନେ ଖୁସି ହେଉଥିବେ।
ରିସର୍ଚ୍ଚ ଅନୁଯାୟୀ ଉପସ୍ଥାପନା କରାଯାଇଛି ନାଲି ଲଙ୍କା ଖାଇବା ଦ୍ୱାରା ହାର୍ଟଆଟାକ୍ କିମ୍ବା ଷ୍ଟ୍ରୋକ୍ ହେବାର ଭୟ ଦୂର ହୋଇଯାଇଥାଏ। ଆମେରିକାନ କଲେଜ ଅଫ୍ କାର୍ଡିୟୋଲୋଜି ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଯେଉଁ ଲୋକମାନେ ସପ୍ତାହରେ ଚାରିଥର ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି ସେହି ବ୍ୟକ୍ତିମାନଙ୍କର ହାର୍ଟଆଟାକ୍ର ସମ୍ଭାବନା ୪୦ପ୍ରତିଶତ କମ ହୋଇଥାଏ।
୨୦୧୫ରେ ମଧ୍ୟ ଚୀନ ପକ୍ଷରୁ ଏଭଳି ଏକ ଅଧ୍ୟୟନ କରାଯାଇଥିଲା, ଯେଉଁଥିରେ ଏହି କଥା ପ୍ରମାଣିତ ହୋଇଥିଲା ଲଙ୍କାଗୁଣ୍ଡ ବ୍ୟକ୍ତିମାନଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ଭାରତ ବ୍ୟତୀତ ଚୀନରେ ମଧ୍ୟ ନାଲି ଲଙ୍କା ଖାଇବାର ପ୍ରଥା ରହିଛି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…