ଲାଇଫ୍ ଷ୍ଟାଇଲ୍

ପ୍ରତିଦିନ କେତେ ମାତ୍ରାରେ ପ୍ରୋଟିନ ଖାଇବା ଉଚିତ୍‌, ଜାଣନ୍ତୁ

ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏହା ଆମ ସମସ୍ତେ ପ୍ରାୟ ଜାଣିଛେ। କିନ୍ତୁ ସୁସ୍ଥ ଶରୀର ପାଇଁ କେବଳ ପୋଷକ ତତ୍ତ୍ୱ ଯୁକ୍ତ ଭୋଜନ କରିବା ଜରୁରୀ ନୁହେଁ ବରଂ ଏହାସହ ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ନିହାତି ଜରୁରୀ। ଶରୀରରେ ପ୍ରୋଟିନ ମାଂସପେଶୀ ସହ କୋଶିକାଗୁଡିକର ବିକାଶରେ ମଧ୍ୟ ସହାୟକ ହୋଇଥାଏ। କିନ୍ତୁ ଏହିସବୁ ଖାଦ୍ୟକୁ ଆମେ ଗ୍ରହଣ କରିବା ସମୟରେ ଏହାର ନିର୍ଦ୍ଦିଷ୍ଟ ସୀମା ରହିବା ଆବଶ୍ୟକ। ଏହାର ଅଧିକମାତ୍ରାରେ ସେବନ କରିବା ଦ୍ୱାରା ଏହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ।ବିଶେଷଜ୍ଞଙ୍କ କହିବାନୁଯାୟୀ ଶରୀରରେ ପ୍ରୋଟିନ କୋଶିକାମାନଙ୍କ ବିକାଶରେ ସହାୟକ ହୋଇଥାଏ।

-ଯେଉଁମାନେ ଅଧିକ ପରିଶ୍ରମ କରୁନାହାଁନ୍ତି ସେମାନେ ପ୍ରତିଦିନ ନିଜ ଶରୀରର ଓଜନ ହିସାବରେ ମାତ୍ର ୦.୭୫ଗ୍ରାମ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

-ପ୍ରତିଦିନ ଜଣେ ପୁରୁଷଙ୍କୁ ୫୫ଗ୍ରାମ ଓ ମହିଳାମାନଙ୍କୁ ୪୫ ଗ୍ରାମର ପ୍ରୋଟିନ ଯୁକ୍ତ ଖାଦ୍ୟ ନିଜ ଖାଦ୍ୟରେ ସାମିଲ କରିବା ଆବଶ୍ୟକ।

-ଜଣେ ବ୍ୟକ୍ତି ଦୈନିକ ମୋଟ ୨୦ ରୁ ୩୫ ଗ୍ରାମ ପ୍ରତିଶତ ପ୍ରୋଟିନ ଖାଇବା ଉଚିତ।

-ବୟସ୍କ ଲୋକମାନଙ୍କୁ ଅଧିକ ପ୍ରୋଟିନର ଆବଶ୍ୟକତା ନଥାଏ। ବୟସ ବଢ଼ିବା ସହ ସେମାନଙ୍କ ମାଂସପେଶୀ ଦୁର୍ବଳ ହୋଇଯାଏ। ସର୍ଭେ ଅନୁଯାୟୀ ବୟସ୍କ ମାନଙ୍କୁ ତାଙ୍କ ଓଜନ ଅନୁଯାୟୀ ୧.୨ଗ୍ରାମ ପ୍ରତି କିଲୋ ପ୍ରୋଟିନ ଗ୍ରହଣ କରିବା ଆବଶ୍ୟକ।

ଶରୀରରେ ପ୍ରୋଟିନର ମାତ୍ରା କମିଗଲେ ଶରୀର ହାଲିଆ ଲାଗେ। ଏହାସହ କୌଣସି କାମରେ ମନ ଲାଗି ନଥାଏ। ଏହି ସମସ୍ୟା ପାଇଁ ବ୍ୟକ୍ତିର କେଶ ଜନିତ ସମସ୍ୟା ମଧ୍ୟ ଦେଖାଯାଏ। । ତେବେ କ୍ଷୀର, ପନୀର, ଦହି ଆଦି ଖାଦ୍ୟରେ ଅନେକ ମାତ୍ରାରେ ପ୍ରୋଟିନ ରହିଥାଏ। ଏହାସହ ଅଣ୍ଡା, ବିନସ୍‌,ଡ୍ରାଏଫ୍ରୁଟ୍ସ , ସି-ଫୁଡ ସହ ଡାଲି ଜାତୀୟ ଖାଦ୍ୟରେ ପ୍ରଚୁର ପାରିମାଣର ପ୍ରୋଟିନ ରହିଥାଏ। ତେଣୁ ଆପଣମାନେ ମଧ୍ୟ ନିଜ ଶରୀରର ଓଜନ ହିସାବରେ ପ୍ରୋଟିନ ଖାଆନ୍ତୁ ଏବଂ ନିିଜକୁ ସୁସ୍ଥ ରଖନ୍ତୁ।

D Sonali

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

5 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

15 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

26 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

54 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago