ଲାଇଫ୍ ଷ୍ଟାଇଲ୍

ଖାଇବା ସମୟରେ ଆପଣ ଭାତ କିମ୍ବା ତରକାରୀରେ ଲୁଣ ପକାଉଛନ୍ତି କି, ତାହେଲେ ଜାଣନ୍ତୁ ଏଥିରୁ ହେଉଥିବା ରୋଗ ବିଷୟରେ

ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ଖାଇବା ପୂର୍ବରୁ ପ୍ରଥମେ ଭାତ ଏବଂ ତରକାରୀରେ ଲୁଣ ପକାଇଥାନ୍ତି। ହୋଇଥାଇପାରେ ଯେ ଆପଣ ମଧ୍ୟ ଏମିତି ଅନେକ ଥର କରିଥିବେ କିମ୍ବା କରୁଥିବେ। ଯଦି ଆପଣ ମଧ୍ୟ ଏମିତି କରୁଛନ୍ତି ତାହେଲେ ଲୁଣ ସହ ଜଡିତ କିଛି କଥା ଆପଣ ନିଶ୍ଚୟ ଜାଣିବା ଆବଶ୍ୟକ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

ଯଦି ଆପଣ ରନ୍ଧା ହୋଇଥିବା ଖାଦ୍ୟ ଉପରେ ଲୁଣ ପକାନ୍ତି, ତାହେଲେ ଏମିତି କରିବା ଦ୍ୱାରା ଅନେକ ରୋଗର ଭୟ ବଢ଼ିଯାଇଥାଏ। କାହିଁକିନା କଞ୍ଚା ଲୁଣର ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।

ଯଦି ଆପଣଙ୍କୁ ଲାଗୁଛି ଲୁଣର ଅଧିକ ସେବନ କ୍ଷତିକାରକ ହୋଇଥାଏ। ତେବେ ଆପଣଙ୍କୁ ଏହା ବି ଜାଣିରଖିବା ଉଚିତ ଯେ କମ୍‌ ଲୁଣ ଖାଇବା ମଧ୍ୟ ଶରୀର ପାଇଁ ଅନେକ ସମସ୍ୟା ଛିଡା କରିପାରେ।

ଏମିତି କୁହାଯାଏ ଯେ ଅଧିକ ଲୁଣ ଖାଇବା ଦ୍ୱାରା ବ୍ଲଡ ପ୍ରେସର, ମୋଟାପଣ, ଆସ୍ଥମା ଭଳି ରୋଗ ହେବାର ଆଶଙ୍କା ବଢ଼ିଥାଏ। ସେହିପରି କମ୍‌ ଲୁଣ ଖାଇବା ଦ୍ୱାରା ହୃଦରୋଗ ଏବଂ କିଡନୀ ରୋଗ ହେବାର ଭୟ ବଢ଼ିଯାଇଥାଏ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଟିଏ ଦିନରେ କେବଳ ୨ ଛୋଟ ଚାମଚ ଲୁଣ ଖାଇବା କାଫି ହୋଇଥାଏ। ଯଦି ଆପଣଙ୍କର ବ୍ଲଡ ପ୍ରେସର ସମସ୍ୟା ଅଛି ତାହେଲେ ଅଧା ଚାମଚ ଲୁଣ ନେଇପାରିବେ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago