ପେଟର ସମସ୍ତ ସମସ୍ୟାକୁ ଚୁଟକିରେ ଦୂର କରିବ ତେଜପତ୍ର, ଏପରି କରନ୍ତୁ ବ୍ୟବହାର

ଘରେଘରେ ମସଲା ଭାବେ ବ୍ୟବହାର ହେଉଥିବା ତେଜପତ୍ର ପ୍ରୟୋଗ ଅଧିକାଂଶ ଲୋକ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାନ୍ତି । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି, ଏହା କେବଳ ମସଲା ନୁହେଁ ବରଂ ବହୁତ ରୋଗର ଚିକିତ୍ସା ପାଇଁ ମଧ୍ୟ ଉପଯୋଗୀ। ତେଜପତ୍ରରେ ବହୁତ ଆୟୁର୍ବେଦୀକ ଗୁଣ ରହିଥାଏ। ଯାହା ଆମକୁ ବହୁତ ରୋଗରୁ ମୁକ୍ତି ଦେଇଥାଏ।

ଖାଦ୍ୟର ସ୍ୱାଦ ସହ ତାହାର ବାସ୍ନା ବଢାଉଥିବା ତେଜପତ୍ରରେ ଅନେକ ପରିମାଣର କପର୍ , ପୋଟାସିୟମ୍, କ୍ୟାଲସିୟମ୍ , ଗେଗନିଜ୍ , ସେଲେସିୟମ୍ , ଓ ଆଇରନ୍ ଭଳି ପୋଷକ ରହିଥାଏ। ଏହା ଖାଦ୍ୟର ସ୍ବାଦ ସହ ଏହା ଆପଣଙ୍କ ପାଚନ ସମ୍ବନ୍ଧିତ ସମସ୍ତ ଅସୁବିଧାକୁ ଦୁର କରିବ।

ଚା ଭାବେ ତେଜପତ୍ର ବ୍ୟବହାର କରି କୋଷ୍ଠ୍ୟକାଠିନ୍ୟ, ଏସିଡିଟି ଓ ପେଟ କାମୁଡିବା ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କର ମଧୁମେହ ରହିଛି ତେବେ ତେଜପତ୍ର ଆପଣଙ୍କ ରୋଗ ପାଇଁ ସଠିକ୍ ଉପାୟ ଅଟେ। ଚାରେ ଆପଣ ତେଜପତ୍ର ପକାଇ ପିଇଲେ ବ୍ଲଡ୍ ସୁଗର୍ କଣ୍ଟ୍ରୋଲ୍ ରହିଥାଏ । ଏହାର ସେବନ ହୃଦୟର କ୍ରିୟାଶିଳତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଥାଏ ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

1 hour ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago