ପେଟ, ହୃଦୟ ଏବଂ ତ୍ୱଚା ପାଇଁ ଅବ୍ୟର୍ଥ ଔଷଧ ଛଚିନ୍ଦ୍ରା, ଥରେ ଆପଣେଇ ଦେଖନ୍ତୁ

ଛଚିନ୍ଦ୍ରା ଏକ ପରିବା ଅଟେ। ଏହାକୁ ଇଂରାଜୀରେ ସ୍ନେକ ଗାର୍ଡ କୁହାଯାଏ। ଏହା ପାଣି ଏବଂ ଫାଇବରର ଏକ ଭଲ ସ୍ତୋତ୍ର ଅଟେ। ଏଥିରେ ଭିଟାମିନ ଏ,ବି, ସି ଏବଂ ଅନେକ ମିନେରାଲ୍ସ ପ୍ରଚୁର ମାତ୍ରାରେ ରହିଥାଏ। ଲମ୍ବା ଆକାର ଥିବା ଏହି ପରିବା ଲିଭରକୁ ସଫା କରିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ଏହାସହିତ ବ୍ଲଡପ୍ରେସର ନିୟନ୍ତ୍ରଣ କରି ହୃଦ ରୋଗର ଭୟକୁ କମ୍‌ କରିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟ ଫାଇଦା ବିଷୟରେ।

-ଏହା ଶରୀରରେ ପାଣିର ଅଭାବକୁ ପୂରା କରି ତ୍ୱଚାର ଶୁଷ୍କତା ଏବଂ ଡିହାଇଡ୍ରେସନ ସମସ୍ୟାରୁ ରକ୍ଷା କରିଥାଏ।

-ଏହା କବ୍ଜ, ଅନ୍ତ ସମସ୍ୟା ଦୂର କରି ପାଚନ ପ୍ରଣାଳୀକୁ ସୁସ୍ଥ ରଖିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ସ୍ତରକୁ ଠିକ୍‌ ରଖିଥାଏ।

-ବଲଗମ, କାଶ, ସାଇନସ୍‌ ଏବଂ ନିଶ୍ୱାସ ସହିତ ଜଡିତ ସମସ୍ୟାରେ ଏହା ବହୁତ ଲାଭଦାୟକ ହୋଇଥାଏ।

ଏହାସହ ପଢନ୍ତୁ : ବ୍ଲଡ୍‌ ସୁଗାର, ଡାଇବେଟିସ୍‌ ଏବଂ ଓଜନକୁ ନିୟନ୍ତ୍ରିତ ରଖିଥାଏ କଲରା, ଥରେ ଏହାର ଫାଇଦା ବିଷୟରେ ଜାଣନ୍ତୁ

-ଆଣ୍ଟିବାୟୋଟିକ ଗୁଣରେ ଭରପୂର ଛଚିନ୍ଦ୍ରା ଶରୀରର ରୋଗ ପ୍ରତିରୋଧ ତନ୍ତ୍ରକୁ ମଜବୁତ କରିଥାଏ।

-କେଶ ଝଡିବା ସମସ୍ୟା ଥିଲେ ଏହାକୁ ଡାଇଟରେ ସାମିଲ କରନ୍ତୁ। ଏହାର ରସକୁ କେଶରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ।

Pritiparna

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

38 seconds ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

10 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

10 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

27 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

28 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

32 mins ago