ଘରେ ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ କଣ୍ଡିସନର, ଏବେ କେଶରେ ନିଅନ୍ତୁ ପୂରା ଯତ୍ନ

ଭଲ କେଶ ପ୍ରାୟ ସମସ୍ତେ ଚାହିଁଥାନ୍ତି। ଏଥିପାଇଁ ବହୁତ ଜିନିଷର ବ୍ୟବହାର ମଧ୍ୟ କରିଥାନ୍ତି। କେଶରେ କଣ୍ଡିସନର ଲଗାଇବା ଦ୍ୱାରା କେଶ ନରମ ଓ ମୁଲାୟମ ରହିଥାଏ। କିନ୍ତୁ ଆମେ ବ୍ୟବହାର କରୁଥିବା କଣ୍ଡିସନରରେ କେମିକାଲ ଥିବାରୁ ଏହା କେଶ ଉପରେ ଭଲ ବଦଳରେ ଖରାପ ପ୍ରଭାବ ପକାଇଥାଏ। ଏହା ଆପଣଙ୍କ କେଶକୁ ଆହୁରି ଖରାପ କରିଦେଇଥାଏ।

ତେବେ ଯଦି ଆମେ ଘରୋଇ ଉପାୟରେ ପ୍ରାକୃତିକ କଣ୍ଡିସନର ପ୍ରସ୍ତୁତ କରି ଏହାକୁ ବ୍ୟବହାର କଲେ କେଶ ନରମ, ରେଶମୀ ହେବା ସହ କୌଣସି କୁପ୍ରଭାବ ପଡ଼ିନଥାଏ। ପ୍ରାକ୍ରୁତିକ ଜିନିଷ ଯଥା କ୍ଷୀର ଓ କଦଳୀ କେଶକୁ ମଜଭୂତ କରିବା ସହ ରେଶମୀ କରିଥାଏ। ତେବେ ଜାଣନ୍ତୁ ଘରେ କିପରି କ୍ଷୀର ଓ କଦଳୀକୁ ବ୍ୟବହାର କରି ଏହି କଣ୍ଡିସନର ପ୍ରସ୍ତୁତ କରିବେ।

କଣ୍ଡିସନର ପାଇଁ ଆବଶ୍ୟକ ସାମଗ୍ରୀ :

ସର୍ବପ୍ରଥମେ ଗୋଟିଏ ପାଚିଲା କଦଳୀକୁ ପେଷି ଦିଅନ୍ତୁ। ତାପରେ ଏକ ପାତ୍ରରେ କ୍ଷୀର ନେଇ ସେଥିରେ ପେଷିଥିବା କଦଳୀକୁ ମିଶାଇ ଦିଅନ୍ତୁ। ଏବେ ପୁଣି ଏହାକୁ ଭଲ ଭାବେ ପେଷି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏହି ମିଷ୍ରଣକୁ କେଶର ଶେଷ ଭାଗ ଓ ମୂଳରେ ଭଲ ଭାବେ ଲଗାଇ ୩୦ ମିନିଟ ରଖନ୍ତୁ।

୩୦ ମିନିଟ ପରେ ସାମାନ୍ୟ ଉଷୁମ ପାଣିରେ କେଶକୁ ଧୋଇ ପୁଣି ଭଲ ଭାବେ ସାମ୍ପୁ କରି ଦିଅନ୍ତୁ। ଏପରି ସପ୍ତାହକୁ ୨ ଥର ଲଗାନ୍ତୁ। ଏପରି କରିବା ଦ୍ବାରା ଆପଣ ନିଜେ ଅନୁଭବ କରିବେ ଯେ, ବଜାରରେ ବିକ୍ରି ହେଉଥିବା କଣ୍ଡିସନର ଅପେକ୍ଷା ଏହି ପ୍ରାକ୍ରୁତିକ କଣ୍ଡିସନର କେଶକୁ ମୁଲାୟମ, ସୁସ୍ଥ କରିବା ସହ କୌଣସି କୁପ୍ରଭାବ ପକାଇନଥାଏ।।

Pritiparna

Recent Posts

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

22 mins ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

1 hour ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

2 hours ago

ଟ୍ରେନରେ ଚଢ଼ିଯାଇଛନ୍ତି କିନ୍ତୁ ଟିକେଟ ହଜିଯାଇଛି ତ କଣ କରିବେ ଜାଣନ୍ତୁ, ନଚେତ ହେବେ ହଇରାଣ

ଟିକେଟ ହଜିଯାଇଥିଲେ କିମ୍ବା ଚିରାଫଟା ହୋଇଯାଇଥିଲେ ତଥାପି ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏମିତି ଅନେକ ଲୋକଙ୍କ…

2 hours ago

ମୋ ବସ୍‌ ରେ ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଯାତ୍ରୀ, ପଛରୁ ପିଟିଲା ଟ୍ରକ୍‌

କଟକ : କାହାର ହାତରେ ଲାଗିଛି ଆଘାତ ତ କାହା ମୁଣ୍ଡରୁ ବାହାରୁଛି ରକ୍ତ । ଅନେକ ଲୋକ ଆହତ…

2 hours ago

ମୋଦିଙ୍କ ଶପଥ ଗ୍ରହଣ ସମାରୋହ : ୭୦୦୦ ହଜାର ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ସାମ୍ନାକୁ ଆସିଲା ନିମନ୍ତ୍ରଣ ପତ୍ର ଫଟୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ହେବାକୁ ଯାଉଛି । ଆସନ୍ତାକାଲି ସନ୍ଧ୍ୟା ୭.୧୫ ମିନିଟରେ ମୋଦି…

2 hours ago