ଲାଇଫ୍ ଷ୍ଟାଇଲ୍

ମାତ୍ର ୫ ମିନିଟ୍‌ରେ ପାଆନ୍ତୁ ଡେଡ୍‌ସ୍କିନରୁ ମୁକ୍ତି, ତ୍ୱଚାରେ ଆସିବ ଉଜ୍ୱଳତା

ଆପଣଙ୍କ ତ୍ୱଚା ନିୟମିତ ଭାବେ ପରିବର୍ତ୍ତନ ହୋଇଥାଏ। ଏମିତିରେ ପ୍ରତିଦିନ ତ୍ୱଚାରେ ମୃତ କୋଷିକାକୁ ବାହାର କରି ସେହି ସ୍ଥାନରେ ନୂଆ ତ୍ୱଚାର ନିର୍ମାଣ କରିଥାଏ। ବେଳେ ବେଳେସ ତ୍ୱଚାରେ ଥିବା ଡେଡ୍‌ ସେଲ୍ସ ଜମା ହୋଇଥାଏ, ଯାହା ତ୍ୱଚାର ଉଜ୍ୱଳତା ଏବଂ ରୁକ୍ଷପଣ ନଜର ଆସିଥାଏ।

ଯାହାକୁ ନିୟମିତ ରୂପେ ସଫା କରିବା ଉଚିତ। ଆପଣ ଯଦି ଭାବୁଥାନ୍ତି କି, ଭଲ ଫେସଓ୍ଵାସରେ ମୁହଁ ସଫା କରିବା ପରେ ସବୁ ସମସ୍ୟା ଠିକ୍‌ ହୋଇଯାଉଛି, ତେବେ ଏହା ଆପଣଙ୍କର ଭ୍ରାନ୍ତ ଧାରଣା। ସ୍କିନରେ ଜମା ଥିବା ମୃତ କୋଷିକାକୁ ବାହାର କରିବା ପାଇଁ ଭଲଭାବେ ସ୍କ୍ରବ କରିବା ଉଚିତ। ଆସନ୍ତୁ ଜାଣିବା, କିପରି ଓ କେଉଁ ଉପାୟରେ ମୁହଁକୁ ସ୍କ୍ରବ କରିବା ଉଚିତ…

ଡ୍ରାଏ ବ୍ରସିଂ :

ଏହି ପ୍ରକ୍ରିୟାରେ ମୁଲାମ ତ୍ୱଚା ମିଳିବା ସହିତ ମୃତ କୋଷିକାକୁ ହଟାଇବାରେ ସହଜ ହୋଇଥାଏ। ଏପରି କରିବା ପାଇଁ ପ୍ରଥମେ ନିଜ ତ୍ୱଚାକୁ ପ୍ରଥମେ ଅଳ୍ପ ଓଦା କରିଦିଅନ୍ତୁ। ତା’ ପରେ ସେଥିରେ ଡ୍ରାଏ ବ୍ରସ ସାହାଯ୍ୟରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଗୋଲ ଗୋଲ ସର୍କଲରେ ସ୍କ୍ରବ କରନ୍ତୁ। ଏପରି କଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ସ୍କ୍ରବ ବ୍ୟବହାର କରନ୍ତୁ :

ସ୍କ୍ରବ କରିବା ଦ୍ୱାରା ତ୍ୱଚାରୁ ମୁକ୍ତ କୋଷିକା ଦୂର ହୋଇଥାଏ। ଆପଣଙ୍କ ତ୍ୱଚାକୁ ସୁଟ୍‌ କରୁଥିବା ସ୍କ୍ରବ କିଣି ଆପଣ ବ୍ୟବହାର କରିପାରିବେ। ସପ୍ତାହକୁ ଦୁଇ କିମ୍ବା ୩ ଥର ଏପରି କରନ୍ତୁ। ସ୍କ୍ରବ କରିବା ସମୟରେ ହାଲକା ଭାବେ କୋମଳ ହାତରେ କରନ୍ତୁ।

କଫି ସ୍କ୍ରବ : ୧ ଚାମଚ କଫି ପାଉଡର ଏବଂ ନଡିଆ ତେଲ, ଅଧା ଚାମଚ ଲେମ୍ବୁ ରସ ମିଶାଇ ଏକ ଗାଢ ପେଷ୍ଟ କରି ଏହାକୁ ମୁହଁରେ ସ୍କ୍ରବ କରନ୍ତୁ।

ବ୍ରାଉନ ସୁଗାର ସ୍କ୍ରବ : ଆପଣ ବ୍ରାଉନ ସୁଗାର କିମ୍ବା ଚିନି ସହିତ ମହୁ ମିଶାଇ ସ୍କ୍ରବ ପ୍ରସ୍ତୁତ କରିପାରିବେ। ବ୍ରାଉନ ସୁଗାରରେ ମହୁ ସହିତ କିଛି ଅଲଭି ଅଏଲ ମିଶାଇ ଏହାକୁ ମୁହଁରେ ଧୀରେ ଧୀରେ ସ୍କ୍ରବ କରନ୍ତୁ। ସମସ୍ୟାରୁ ମୁକ୍ତି ମିଳିବ।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

57 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago