ଆପଣମାନେ ଚାଉଳରେ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରିଥାନ୍ତି। କିନ୍ତୁ କଣ ଆପଣ କେବେ ଟମାଟ ଭାତ ତିଆରି କରିଛନ୍ତି କି । ଯଦି ନା ତେବେ ଆଜି ଆମେ ଆପଣଙ୍କୁ ଏହି ଖାଦ୍ୟ ତିଆରି କରିବା ବିଷୟରେ କହିବୁ। ଏହି ସାଉଥ ଇଣ୍ଡିଆନ୍ ଡିସ୍କୁ କର୍ଣ୍ଣାଟକର ଲେକାମାନେ ବେଶୀ ପସନ୍ଦ କରିଥାନ୍ତି। କିନ୍ତୁ ଯଦି ଆପଣ ଏହି ଖାଦ୍ୟର ଟେଷ୍ଟ ଚାଖିବାକୁ ଚାହୁଁଛନ୍ତି ତେବେ ଘରେ ଥରେ ନିଶ୍ଚିନ୍ତ ପ୍ରସ୍ତୁତ କରନ୍ତୁ।
୨କପ ଚାଉଳ
୪ଟି ଟମାଟ
୨ଟି ଲବଙ୍ଗ
୨ଟି ରସୁଣ କୋଲା
୧ଟି କଞ୍ଚାଲଙ୍କା
୧ଚାମଚ ଜୀରା
୧/୪ ଛୋଟ ଚାମଚ ଲଙ୍କାଗୁଣ୍ଡ
୧ଚାମଚ ନଡ଼ିଆ
ଆବଶ୍ୟକ ଅନୁଯାୟୀ ତେଲ ଏବଂ ଲୁଣ
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…