ପୁରୁଷଙ୍କ ତୁଳନାରେ ଅଧିକ ମିଠା ଖାଇଥାନ୍ତି ମହିଳା, ସର୍ଭେରୁ ହେଲା ଖୁଲାସା

ଇଣ୍ଡିଆନ କାଉଂସିଲ ଅଫ୍‌ ମେଡିକାଲ ରିସର୍ଚ୍ଚର ସର୍ଭେ ରିପୋର୍ଟ ଅନୁଯାୟୀ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକା ଚିନି ଖାଇଥାନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ ମହିଳାମାନେ ଗୋଟିଏ ଦିନରେ ୨୦.୨ ଗ୍ରାମ ଚିନି ଖାଉଥିବା ବେଳେ ପୁରୁଷମାନେ ୧୮.୭ ଗ୍ରାମ ଚିନି ଖାଇଥାନ୍ତି। ଏହି ସର୍ଭେ ହେବାର କାରଣ ହେଉଛି ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦିନରେ କେତେ ସୁଗାର ନେଇଥାନ୍ତି। ସର୍ଭେ ଅନୁଯାୟୀ ମୁମ୍ବାଇରେ ସବୁଠାରୁ ଅଧିକା ମିଠା ଖାଇଥାନ୍ତି ଏବଂ ଏହାପରେ ଦ୍ୱିତୀୟରେ ହାଇଦ୍ରାବାଦ ରହିଛି।

ସୂଚନା ମୁତାବକ ଏହି ସର୍ଭେ ଇଣ୍ଟରନ୍ୟାସନାଲ ଲାଇଫ୍‌ ସାଇନ୍ସ ଇଷ୍ଟିଚ୍ୟୁଟ ଇଣ୍ଡିଆ (ILSI-India) ପକ୍ଷରୁ କରାଯାଇଛି। ଆଇଏଲଏସଏ-ଇଣ୍ଡିଆର ଚେୟାରମ୍ୟାନ ପ୍ରଫେସର ପିକେ ସେଠ୍‌ଙ୍କ କହିବାନୁଯାୟୀ, ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ଏବଂ ଚେନ୍ନାଇ ତୁଳନାରେ ମୁମ୍ବାଇଏବଂ ହାଇଦ୍ରାବାଦର ଲୋକମାନେ ଅଧିକ ମିଠା ଖାଇଥାନ୍ତି। ମୁମ୍ବାଇରେ ପ୍ରାୟତଃ େଲୋକମାନେ ପ୍ରତ୍ୟେକ ଦିନ ୨୬.୩ ଗ୍ରାମ ମିଠା ଖାଉଥିବା ବେଳେ ହାଇଦ୍ରାବାଦର ଲୋକମାନେ ଦିନରେ ୨୫.୯ ଗ୍ରାମ ମିଠା ଖାଇଥାନ୍ତି।

ଦିଲ୍ଲୀରେ ୨୩.୨ ଗ୍ରାମ ଏବଂ ବେଙ୍ଗାଲୁରୁରେ ୧୯.୩ ଗ୍ରାମ ସୁଗାର ଖାଇଥାନ୍ତି। ଏହି ସର୍ଭେ ଦେଶରେ ପ୍ରଥମ, ଯେଉଁଥିରେ ଜାଣିବାକୁ ମିଳିଛି ସମସ୍ତ ମେଟ୍ରୋ ସହରରେ ଦୈନିକ ୧୯.୫ ଗ୍ରାମ ଚିନି ସେବନ କରିଥାନ୍ତି, ଯାହା ଆଇସିଏମଆର ସ୍ତରର ୩୦ ଗ୍ରାମରୁ କମ। ଏହା ବ୍ୟତୀତ ସର୍ଭେ ରିପୋର୍ଟ ଅନୁଯାୟୀ ଜାଣିବାକୁ ମିଳିଛି ସମସ୍ତ ସହରରେ ସୁଗାର ଦ୍ୱାରା ମିଳୁଥିବା ଶକ୍ତି ୫.୧ ପ୍ରତିଶତ ରହିଛି।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

10 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

21 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

49 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 hours ago