ଲାଇଫ୍ ଷ୍ଟାଇଲ୍

ପ୍ରତିଦିନ ଖାଆନ୍ତୁ ଖଣ୍ଡେ କଞ୍ଚା ନଡ଼ିଆ, ଦୂର ହୋଇଯିବ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା

ନଡ଼ିଆ ଏମିତି ଏକ ଫଳ, ଯାହା ଠାକୁରଙ୍କ କାର୍ଯ୍ୟରେ ଯେତିକି ମହତ୍ତ୍ୱ ରଖିଥାଏ, ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଫଳପ୍ରଦ। ନଡ଼ିଆର ଏତେ ଲାଭଦାୟକ ଗୁଣ ଭରି ରହିଛି ଯେ ଆପଣ ଜାଣିଲେ ବିଶ୍ୱାସ କରିବେନି। ଭିଟାମିନ ଏବଂ ମିନେରାଲସରେ ଭରପୂର ଥିବା କାରଣରୁ ନଡ଼ିଆକୁ ଏକ ‘ସୁପରଫୁଡ଼’ କୁହାଯାଇଥାଏ। ଏଥିରେ ଅନେକ ପୋଷାକ ତତ୍ତ୍ୱ ରହିଛି, ଯାହା ଉଭୟ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଲାଭଦାୟକ। ଆସନ୍ତୁ ଜାଣିବା ନଡ଼ିଆର ପ୍ରୟୋଗ କେତେ ଫାଇଦାଯୁକ୍ତ ହୋଇଥାଏ।

୧. ଶରୀର ଏବଂ ପେଟ ଗରମକୁ କମ କରିବା ପାଇଁ ନଡ଼ିଆ ଖାଆନ୍ତୁ। ନଡ଼ିଆ ପାଣି ପିଇଲେ ଏହା ଆଶ୍ଚର୍ଯ୍ୟଜନକ ଫାଇଦା ଦେଇଥାଏ।

୨. ଯଦି ଆପଣଙ୍କୁ ଅନିଦ୍ରା ସମସ୍ୟା ରହିଛି, ତେବେ ରାତିରେ ଖାଦ୍ୟ ଖାଇସାରିବାର ଅଧ ଘଣ୍ଟା ପରେ ଖଣ୍ଡେ ନଡ଼ିଆ ନିଶ୍ଚିତ ଖାଆନ୍ତୁ। ଏହାପରେ ଦେଖନ୍ତୁ କେମିତି ନିଦ ଆସୁଛି।

୩. ଫାଇବରରେ ଭରପୂର ନଡ଼ିଆ ଆପଣଙ୍କ ପାଚନ ତନ୍ତ୍ରକୁ ଠିକ କରି କବଜ ଭଳି ସମସ୍ୟାକୁ ଦୂର କରିଦେଇଥାଏ। ଫଳରେ ପେଟ ଭଲ ଭାବେ ସଫା ହୋଇଯାଇଥାଏ।

୪. ପ୍ରତିଦିନ ନଡ଼ିଆ ସେବନ କଲେ ଏହା ଆପଣଙ୍କ ଭୋକକୁ କଣ୍ଟ୍ରୋଲ କରି ମେଟାବଲିଜମକୁ ବଢ଼ିଆ କରିବ। ଏହାସହ ଶରୀରରେ ଜମିଥିବା ଅତିରିକ୍ତ ଫ୍ୟାଟକୁ ଜଳାଇବାରେ ସାହାଯ୍ୟ କରିବ।

୫. ନଡ଼ିଆ ସାଚୁରେଟେଡ ଫ୍ୟାଟରେ ଭରପୂର। ଯଦି ଆପଣ ପ୍ରତିଦିନ ଖଣ୍ଡେ ନଡ଼ିଆ ଖାଇବେ, ତେବେ ଏହା ଭଲ କୋଲେଷ୍ଟ୍ରୋଲକୁ ବଜାୟ ରଖିବ ଏବଂ ଖରାପ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିବ। ମୁଖ୍ୟତଃ ଆପଣଙ୍କ ହାର୍ଟକୁ ବହୁତ ବଡ଼ ଫାଇଦା ମିଳିବ।

Roshni

Recent Posts

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

7 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

25 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

34 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

38 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

1 hour ago