ଲାଇଫ୍ ଷ୍ଟାଇଲ୍

ବର୍ଷା ଭଳି ବର୍ଷିବ ଟଙ୍କା କେବେବି ହେବନି ଧନର ଅଭାବ, ଯଦି ଆପଣେଇବେ ଏହି ଉପାୟ

ସବୁ ଲୋକ ଚାହାନ୍ତି ତାଙ୍କ ଘରେ କେବେବି ଟଙ୍କାର ଅଭାବ ନରହୁ। କିନ୍ତୁ ଏବେ ଲକଡାଉନ କାରଣରୁ ଅନେକ ଲୋକଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହାଦ୍ୱାରା ସବୁ ଆର୍ଥିକ ସମସ୍ୟାର ସମାଧାନ ହୋଇପାରିବ ଏବଂ କେବେବି ଆପଣଙ୍କର ଧନର ଅଭାବ ରହିବନାହିଁ। ତାହଲେ ଆସନ୍ତୁ ଜାଣିବା କଣ ସେହି ସବୁ ଉପାୟ।

ଉପାୟ

ଶୁକ୍ରବାର ଦିନ ହଳଦିଆ କପଡାରେ ୫ଟି କଉଡି ଏବଂ ଅଳ୍ପ କେସର, ରୂପା ମୁଦ୍ରା ସହିତ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏଥିସହିତ ଅଳ୍ପ ହଳଦିର ଗଣ୍ଠି ବି ରଖିଦିଅନ୍ତୁ। କିଛି ଦିନରେ ଏହାର ପ୍ରଭାବ ଦେଖିପାରିବେ।

ତମ୍ବା ମୁଦ୍ରା

୧୦ ଟଙ୍କିଆ ନୋଟ ରଖନ୍ତୁ ଏବଂ କିଛି ପିତଳ କିମ୍ବା ତମ୍ବା ମୁଦ୍ରା ମଧ୍ୟ ରଖନ୍ତୁ। ହଳଦିଆ ମୁଦ୍ରା ହେବ ତ ଚଳିବ। କିଛି ମୁଦ୍ରା ଆପଣଙ୍କ ପକେଟରେ ରଖନ୍ତୁ। ଧ୍ୟାନ ରଖନ୍ତୁ ଏହି ମୁଦ୍ରା ଆଲୁମିନିୟମ ହୋଇନଥିବ।

ଅଶ୍ୱସ୍ତ ପତ୍ର

ଏକ ଅଶ୍ୱସ୍ତ ପତ୍ର ନିଅନ୍ତୁ ଏବଂ ସେଥିରେ ଦେଶୀ ଘିଅରେ ମିଶ୍ରିତ ଲାଲ ସିନ୍ଦୁରରେ ଓଁ ଲେଖି ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ। ଏମିତି ଅତିକମରେ ପାଞ୍ଚ ଶନିବାର କରନ୍ତୁ। ଦେଖି ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ।

ହଳଦିଆ କଉଡି

ପୁଷ୍ୟ ନକ୍ଷତ୍ର ଦିନ ସଂନ୍ଧ୍ୟା ସମୟରେ ଲକ୍ଷ୍ମୀ ପୂଜା କରନ୍ତୁ। ପୂଜାରେ ପୁରୁଣା ରୂପା ମୁଦ୍ରା ଏବଂ ଟଙ୍କା ସହିତ କଉଡି ରଖି ତାହାକୁ କେସର ଏବଂ ହଳଦିରେ ପୂଜା କରନ୍ତୁ। ପୂଜା କରିବା ପରେ ତାକୁ ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଆପଣଙ୍କ ପାଖରେ କେବେବି ଟଙ୍କାର ଅଭାବ ରହିବନାହିଁ।

Pritiparna

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

8 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

16 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

31 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

37 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

51 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago