ରାଜ୍ୟ

ଆସାମ ଫେରନ୍ତା ସ୍ବାମୀଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖିଲେ ସରପଞ୍ଚ ସ୍ତ୍ରୀ

ତାଳଚେର(କେନ୍ଯୁଜ୍): ତାଳଚେର କଣିହାଁ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ରଶ୍ମିତା ସେଠୀ ସ୍ବାମୀଙ୍କୁ କ୍ବାରେଣ୍ଟାଇନରେ ରଖି ସାଜିଲେ ଉଦାହରଣ। ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦେଶ ତଥା ରାଜ୍ଯରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏନେଇ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି।

ସୂଚନା ମୁତାବକ ସରକାରଙ୍କ ନିୟମ ଅନୁଯାୟୀ ରେଙ୍ଗାଲି ପଞ୍ଚାୟତ ସରପଞ୍ଚ ରଶ୍ମିତା ସେଠୀଙ୍କ ସ୍ବାମୀ ଦୁଖବନ୍ଧୁ ସେଠୀ CRPF ହାବିଲଦାର ଭାବେ ଆସାମରେ କାର୍ଯ୍ଯରତ ଥିବା ବେଳେ ସେ ଛୁଟିରେ ଘରକୁ ଆସିଥିଲେ। ଏନେଇ ସରପଞ୍ଚ ତାଙ୍କ ସ୍ବାମୀଙ୍କୁ ୭ଦିନ କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରଖିବା ପରେ ଘରେ ଆଉ ୭ଦିନ କ୍ବାରେଣ୍ଟାଇନରେ ରଖିବା ପାଇଁ ବ୍ଯବସ୍ଥା କରିଛନ୍ତି। ଏନେଇ ସରପଞ୍ଚଙ୍କ ସ୍ବାମୀ କହିଛନ୍ତି, ଆମେ ରାଜ୍ଯ ଓ କେନ୍ଦ୍ର ସରକାର କହିଥିବା କୋଭିଡ-୧୯ ନିୟମ ମାନିଲେ କରୋନା କବଳରୁ ନିଜକୁ ବଞ୍ଚାଇପାରିବା କହିଛନ୍ତି। ଅନ୍ଯପକ୍ଷରେ ସରକାରଙ୍କ ଏଭଳି କାର୍ଯ୍ଯକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago