ମାତ୍ର ୧୦ ମିନିଟରେ ପ୍ରସ୍ତୁତ କରନ୍ତୁ ‘ବିଟରୁଟ୍ ରାଇସ୍’, ଏହାକୁ ରାନ୍ଧିବା ବହୁତ ସହଜ

ଅଧିକାଂଶ ଲୋକଙ୍କ ପାଖରେ ସମୟ ଅଭାବ ଥିବା କାରଣରୁ ସେମାନେ ପ୍ରାୟତଃ ଘର ଖାଦ୍ୟ ଖାଇ ପାରନ୍ତି ନାହିଁ । ଏହାର ସବୁଠାରୁ ବଡ କାରଣ ଏହା କି କମ୍ ସମୟରେ ଖାଦ୍ୟ ପ୍ରସ୍ତୁତ କରିବା ବହୁତ କଷ୍ଟ । ଏମିତିରେ ଆଜି ଆମେ ଆପଣଙ୍କୁ ଏକ ପୌଷ୍ଟିକ ରେସିପି ବିଷୟ କହିବାକୁ ଯାଉଛୁ । ଯାହାର ନା ବିଟରୁଟ୍ ରାଇସ୍ । ଏହି ଖାଦ୍ୟଟି ହେଲଦି ହେବା ସହିତ ବହୁତ କମ୍ ସମୟରେ ପ୍ରସ୍ତୁତ ହୋଇପାରିବ ।

ଦରକାରୀ ସାମଗ୍ରୀ:
.ବିଟ୍
.କ୍ୟାପସିକମ୍
.ଚାଉଳ
.ଧନିଆ ପତ୍ର
.ଜିରା
.ସୋରିଷ ତେଲ
.ତେଜପତ୍ର
.ଗରମ ମସଲା
.ପିଆଜ
.ଲବଙ୍ଗ
.ଗୁଜୁରାତି
.ଗୋଲମରିଚ
.ଶୁଖିଲା ଲଙ୍କା
.ଲୁଣ

ଏହି ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପ୍ୟାନ୍ ରେ ଦୁଇ ଚାମଚ୍ ତେଲ ଗରମ କରନ୍ତୁ । ଏବେ ଏଥିରେ ଶୁଖିଲା ଲଙ୍କା,ଲବମ୍ବ,ଗୁଜୁରାତି,ଗୋଲମରିଚ,ତେଜପତ୍ର ଏବଂ ପିଆଜ ପକାଇ ଫ୍ରାଏ କରନ୍ତୁ ।
ଆଉ ଏକ ଗ୍ୟାସ୍ ରେ କୁକର ବସାଇ ସେଥିରେ ଦୁଇ ଚାମଚ ତେଲ ପକାଇ ଗରମ କରିବାକୁ ଛାଡି ଦିଅନ୍ତୁ । ଏହାପରେ କୁକୁରରେ ଫ୍ରାଏ କରିଥିବା ସାମଗ୍ରୀକୁ ପକାଇଦିଅନ୍ତୁ ।
ଏହା ପରେ କୋରା ହୋଇ ରହିଥିବା ବିଟ୍ ଏବଂ କ୍ୟାପସିକମ୍ କୁ ସେଥିରେ ପକାଇ ଦିଅନ୍ତୁ ।
ଏବେ ଏଥିରେ ଚାଉଳ ପକାଇ ଗୋଳାଇ ଦିଅନ୍ତୁ । ଏହାପରେ ସ୍ବାଦ ଅନୁସାରେ ଲୁଣ ପକାଇ ପାଣି ଦେଇ କୁକର ବନ୍ଦ କରିଦିଅନ୍ତୁ ।

ଦୁଇଟି ସିଟି ଆସିବାପରେ ଗ୍ଯାସ୍ ବନ୍ଦ କରିଦିଅନ୍ତୁ । ଏବେ ବିଟରୁଟ୍ ରାଇସ୍ ପ୍ରସ୍ତୁତ । ଏହାକୁ ଧନିଆ ପତ୍ରରେ ଗାର୍ନିସ୍ କରି ଗରମ ଗରମ ପରଷନ୍ତୁ ।

ଏହାସହ ପଢନ୍ତୁ:

ଶୀତ ଦିନିଆ ସକାଳେ ଗରମ ଗରମ ଖାଆନ୍ତୁ ଟେଷ୍ଟି ‘ସାଉଥ ଇଣ୍ଡିଆନ ଉପମା’

 

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

5 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

8 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

8 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

8 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

8 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

9 hours ago