ହଜି ଯାଇଥିବା ଆତ୍ମବିଶ୍ବାସକୁ ବଢ଼ାଇବ ଏହି ଗଣେଷ ମୁଦ୍ରା

ଆତ୍ମବିଶ୍ବାସର ଅଭାବ ମଣିଷକୁ ସରଳ କାମକୁ ମଧ୍ୟ ଜଟିଳ କରିଦେଇଥାଏ। ଗଣେଷ ମୁଦ୍ରାରେ ଯେତେବେଳେ ହାତର ମୁଠି କରି ହାତକୁ ବାମ-ଡାହାଣ, ଉପର-ତଳ କରିବେ ତେବେ ଛାତି ଚଉଡା ହୋଇଥାଏ ଏବଂ ଫୁସଫୁସର ବିସ୍ତାର ହୋଇଥାଏ। ଏହି ମୁଦ୍ରାକୁ କରିବା ଦ୍ବାରା ଏହା ଜଟିଳ କାମକୁ ସରଳ କରିବାର ଆତ୍ମବିଶ୍ବାସ ଜନ୍ମାଇଥାଏ।

ଏହି ମୁଦ୍ରାକୁ କରିବା ଦ୍ବାରା ବ୍ୟକ୍ତିଙ୍କର ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ଅଧିକ ମଜବୁତ୍ ହୋଇଯାଏ। ଗଣେଷ ମୁଦ୍ରା ସେହି ଲୋକଙ୍କ ପାଇଁ ଲାଭଦାୟକକ ହୋଇଥାଏ ଯେଉଁ ମାନଙ୍କର ଆତ୍ମବିଶ୍ବାସ ଦୁର୍ବଳ ଥାଏ। ଏହି ମୁଦ୍ରା ତାଙ୍କର ଆତ୍ମବିଶ୍ବାସକୁ ମଜବୁତ କରିଥାଏ ଏବଂ ସେମାନ୍କୁ ଏକ ନୁଆ ଶକ୍ତି ଏବଂ ସ୍ଫୁର୍ତ୍ତି ପ୍ରଦାନ କରିଥାଏ।

ଡାହାଣ ହାତକୁ ଛାତ ପାଖରେ ରଖିବା ଭଳି ଦୁଇ ହାତକୁ ଆଙ୍ଗୁଳି ସାହାଯ୍ୟରେ ମୁଠି ବନାନ୍ତୁ। ସାମାନ୍ୟ-ଲମ୍ବା-ଗଭୀର ନିଶ୍ବାସ ସହିତ ଦୁଇଟି ହାତକୁ ଟାଣନ୍ତୁ ଏବଂ ନିଶ୍ବାସ ଛାଡିବ ସମୟରେ ଡିଲା କରନ୍ତୁ । ଏହାପରେ ଡାହାଣ ହାତକୁ ବାହାରେ ଏବଂ ବାମ ହାତକୁ ହୃଦୟ ପାଖରେ ରଖିବା ଭଳି ହାତକୁ ଟାଣନ୍ତୁ। ଯେପରି ଆଙ୍ଗୁଠି- ଆଙ୍ଗୁଠି ଏକା ସାଥିରେ ଯୋଡି ହୋଇ ରହିଥିବ। ଏହି ମୁଦ୍ରା ଦୁଇ ପାର୍ଶ୍ବକୁ ୫-୬ଥର କରିବା ପରେ ଏହି ମୁଦ୍ରାରେ ହାତକୁ ଛାତି ରେ ଲଗାନ୍ତୁ।

Pritiparna

Recent Posts

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

29 seconds ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

6 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

15 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

38 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

59 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

1 hour ago